Recent Posts
ଜିନ୍ଦଲ ର କି ଗୁଣ ଶୁଣିବେ: ମୂଳରୁ ପାହାଚ ପାହାଚ
ଜିନ୍ଦଲ ର କି ଗୁଣ ଶୁଣିବେ: ମୂଳରୁ ପାହାଚ ପାହାଚ।କେଳେଙ୍କାରି ଲୁଚାଇବାକୁ ଯାଇ ଉତ୍କୋଚ ଦେବାକୁ ପ୍ରୟାସ।ଜନତାଙ୍କ ବୃହତ୍ତର ସ୍ୱାର୍ଥରେ ସରକାର ଜିନ୍ଦଲ ର ପରିଚାଳନା ନିଜ ହାତରେ ନେବାର ଆସିଛି ସମୟ।ଆମର ଏ ଖବର ଦେଖିଲେ ଅନେକଙ୍କ ଶରୀର ଝିମଝିମ ମାରିଯିବ। କାରଣ ଜନତାଙ୍କ ସ୍ବାର୍ଥ ବିରୁଦ୍ଧରେ…
ମା ର ହତ୍ୟାକାରୀ ସାଜିଲା ପୁଅ
ଜନ୍ମ କଲା ପୁଅ ହେଲା ସଇତାନ, ମା କୁ ପିଟି ପିଟି ହତ୍ୟା କଲା ଜନ୍ମ କଲା ପୁଅ। ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଶୁଶୁଡା ଗ୍ରାମରେ ମା କୁ ପିଟି ପିଟି ହତ୍ୟା କଲା ଜନ୍ମ କଲା ପୁଅ। ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ସୁସୁଡା ଗ୍ରାମର ସୁଧାକର ନାଏକ ଙ୍କ ପୁଅ ସରୋଜ ନାଏକ ନିଜ ମା ଲତା ନାଏକ…
ସରକାରୀ ଡ଼ାକ୍ତରଖାନାରେ ଏମଆରଆଇ ପାଇଁ ୩ ବର୍ଷ ପରର ତାରିଖ ମିଳିଲା
ଦେଶରେ ସ୍ଵାସ୍ଥ୍ୟ ସେବାର କରୁଣ କାହାଣୀ।ସରକାରୀ ଡ଼ାକ୍ତରଖାନାରେ ଏମଆରଆଇ ପାଇଁ ୩ ବର୍ଷ ପରର ତାରିଖ ମିଳିଲା।ରୋଗ ହେଲେ ସରକାରୀ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ରୋଗୀକୁ ଆବଶ୍ୟକ ସ୍ଥଳେ ତିନିବର୍ଷ ଅପେକ୍ଷା କରିବାକୁ ପଡ଼ିବ। ସେତେବେଳକୁ ରୋଗ ବଡି ରୋଗୀର ଅକାଳେ ମୃତ୍ୟୁ ହେବା ମଧ୍ୟ କିଛି…
ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଅନୁଷ୍ଟିତ ଜିନ୍ଦଲ ପାଇଁ ଆରପିଡିଏସି ମିଟିଂ କୁ କଂଗ୍ରେସର ଜୋରଦାର ବିରୋଧ
ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଅନୁଷ୍ଟିତ ଜିନ୍ଦଲ ପାଇଁ ଆରପିଡିଏସି ମିଟିଂ କୁ କଂଗ୍ରେସର ଜୋରଦାର ବିରୋଧ।ଜିନ୍ଦଲ ଏକ ଜାଗା ଚୋର ଜମି ଚୋର: କଂଗ୍ରେସ।ଜିନ୍ଦଲ ବିରୁଦ୍ଧରେ କମ ଦାମରେ ଦରକାର ନ ଥିବା ସତ୍ତ୍ୱେ ଲୋକଙ୍କ ଜମି ହଡ଼ପ ଅଭିଯୋଗ।ଆଜି ବୁଧବାର ଅପରାହ୍ନରେ ଅନୁଗୁଳ ସହର ସର୍କିଟ…
ପୁଣି ବନବିଭାଗ ଦୋଷରୁ ତିନି ହାତୀ ମୃତ
ପୁଣି ବନବିଭାଗ ଦୋଷରୁ ତିନି ହାତୀ ମୃତ।ହାତୀ ସୁରକ୍ଷା ଅନୁଦାନ କୁ ପକେଟ ରେ ପୁରାଇ ମନ୍ତ୍ରୀ ଅଧିକାରୀ ମାଲାମାଲ।ଆମେ ଆମ ଖବରରେ ବାରମ୍ୱାର କହିଆସିଛୁ ଯେ ହାତୀ ସୁରକ୍ଷା ନାଁ ରେ ଅଜସ୍ର ଟଙ୍କା ଆସୁଥିବା ବେଳେ ସେହି ଟଙ୍କା ସବୁର ସିଂହଭାଗ ବିଭାଗୀୟ ମନ୍ତ୍ରୀ ଓ ବନବିଭାଗ ର ପଦସ୍ଥ ଅଧିକାରୀ…
କାମ ନକଲେ କଟକ ଛାଡ
କାମ କରି ନ ହେଲେ କଟକ ଛାଡ । ଆଜି କିଛି ଏଭଳି ଚେତାବନୀ ଦେଇ ବର୍ଷିଛନ୍ତି କଟକ -ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଶ । କଟକ ବାଲିଯାତ୍ରାରେ ଅବ୍ୟବସ୍ଥାକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗତକାଲି ଯାତ୍ରା ଦେଖିବାକୁ ଯାଉଥିବା ବେଳେ କରେଣ୍ଟ ଲାଗି ଛାତ୍ରଙ୍କ ମୃତ୍ୟୁ ଓ ବାଲିଯାତ୍ରା…
ଅନୁଗୁଳ ପ୍ରେସ ଚାମ୍ବର ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ
ପ୍ରତିବର୍ଷ ନଭେମ୍ବର ମାସ ୧୬ ତାରିଖକୁ ଜାତୀୟ ପ୍ରେସ ଦିବସ ଭାବେ ପାଳନ କରାଯାଏ। ଏହି ଅବସରରେ ସମାନ ଚିନ୍ତାଧାରା ରଖୁଥିବା କାର୍ଯ୍ୟରତ ସାମ୍ବାଦିକଙ୍କୁ ନେଇ ଗଠିତ ଅନୁଗୁଳ ପ୍ରେସ ଚାମ୍ବର ଦ୍ଵାରା ଲଗାତାର ଦ୍ଵିତୀୟ ବର୍ଷ ପାଈଁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଛି । ଅନୁଗୁଳ ର ଏକ ହୋଟେଲ ରେ…
ନଭେମ୍ବର ୨୦ରୁ ବରଗଡରୁ ଆରମ୍ଭ ହେବ ଧାନ ସଂଗ୍ରହ
ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ।ଉଚ୍ଚ ପଦାଧିକାରୀ ଓ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ବୈଠକ।ନଭେମ୍ବର ୨୦ରୁ ବରଗଡରୁ ଆରମ୍ଭ ହେବ ଧାନ ସଂଗ୍ରହ।ଡିସେମ୍ବର ୮ରେ ବରଗଡ ସୋହେଲାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ହେବ ଚାଷୀ ସମାବେଶ, ଚାଷୀମାନେ ପାଇବେ…
6th Battalion ପରିସରରେ ୭୯ ତମ ଫୁଟବଲ ଚାମ୍ପିଅନସିପ ଉଦଯାପିତ
ଆଜି OSAP 6th Battalion ପରିସରରେ 79 ତମ ଫୁଟବଲ ଚାମ୍ପିୟନସିପ -2024 ଉଦଯାପିତ ହୋଇଯାଇଛି । ADGP( Law & Order) ଶ୍ରୀ ସଞ୍ଜୟ କୁମାର ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତୀ ଖେଳାଳି ଓ ବିଜେତା ଦଳକୁ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଆଜିର ଫାଇନାଲ ମ୍ୟାଚ…
ଭାରତ ଇଂଲଣ୍ଡ କଟକ କ୍ରିକେଟ ମ୍ୟାଚ ପାଇଁ ଟିକେଟ ମୂଲ୍ୟ ଘୋଷଣା
କ୍ରିକେଟ ମ୍ୟାଚ କୁ ଦେଖିବା ପାଇଁ ସାଧାରଣ ଲୋକଙ୍କ ମଧ୍ୟରେ ଅହେତୁକ ଆଗ୍ରହ ରହୁଥିବା କୁ ଦେଖି ଆସନ୍ତା ଭାରତ ଇଂଲଣ୍ଡ କଟକ କ୍ରିକେଟ ମ୍ୟାଚ ପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ ଆଜି ଘୋଷଣା କରିଥିବା ବିଭିନ୍ନ ପ୍ରକାର ର ଟିକେଟ ମୂଲ୍ୟ କୁ ଦେଖିଲେ ଦର୍ଶକଙ୍କୁ ଲୁଟିବା ପାଇଁ ସୁନିଶ୍ଚିତ ଯୋଜନା…