Webportal

Recent Posts

ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ବଡ଼ଧରଣର ଅଦଳବଦଳ

ରାଜ୍ୟ ସରକାର ସୋମବାର ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ଗୋଟିଏ ଦିନରେ ୨୭ ଜଣ ଉପଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି।ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, କେନ୍ଦ୍ରାଞ୍ଚଳ ଆର୍‌ଡିସିଙ୍କ କାର୍ଯ୍ୟାଳୟର ଅତିରିକ୍ତ କମିସନର ଶୁଭାଶିଷ…

ଅନୁଗୋଳ ଜିଲ୍ଲା ପୋଲିସ ପକ୍ଷରୁ ପୋଲିସ–ଅଭିଯୋଜନ ସମନ୍ୱୟ ବୈଠକ ଆୟୋଜିତ

ଅନୁଗୋଳ ଜିଲ୍ଲା ପୋଲିସ ପକ୍ଷରୁ ଡାିରେକ୍ଟୋରେଟ୍ ଅଫ୍ ପ୍ରସିକୁସନ୍  ସହଯୋଗରେ ଆଜି ଅନୁଗୋଳରେ ଏକ ପୋଲିସ–ଅଭିଯୋଜନ ସମନ୍ୱୟ ବୈଠକ ଆୟୋଜିତ ହୋଇଥିଲା। ତଦନ୍ତକାରୀ ଓ ଅଭିଯୋଜନ ସଂସ୍ଥା ମଧ୍ୟରେ ସମନ୍ୱୟକୁ ଅଧିକ ସୁଦୃଢ଼ କରିବା, ଗତ ଦୁଇ ବର୍ଷର ଗୁରୁତର ଅପରାଧ ମାମଲାଗୁଡ଼ିକର ତଦନ୍ତ ଓ ଫଳାଫଳର…

ଜିନ୍ଦଲ ଷ୍ଟିଲ ଲିମିଟେଡ ଜମିହରା ପ୍ରଜା ଓ ସ୍ଥାନୀୟ ଗ୍ରାମବାସୀଙ୍କୁ ଜଳ, ବାୟୁ ଓ ଧୂଳି ଧୂଆଁରେ ପ୍ରଦୂଷିତ କରୁଛି :…

ଗତକାଲି ସକାଳେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ଦାୟିତ୍ଵ ସମ୍ପର୍ଣ୍ଣ ତଥ୍ୟ ଅନୁଧ୍ୟାନ କମିଟି ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଗୋଳ ଆସି ସ୍ଥାନୀୟ ସର୍କିଟ ହାଉସଠାରେ ପହଞ୍ଚିଥିଲେ ଓ ଉକ୍ତ କମିଟିକୁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସେଠାରେ ସ୍ବାଗତ…

ଦିଲ୍ଲୀରେ ବଡ଼ ଅଘଟଣ: ୫ ମହଲା ପିଜି କୋଠା ଭୁଶୁଡ଼ି ୪୦ରୁ ଉର୍ଦ୍ଧ୍ୱ ଛାତ୍ର ଚାପି ହୋଇଥିବା ଆଶଙ୍କା, ଉଦ୍ଧାର ୮ଜଣରୁ ୩…

ରାଜଧାନୀ ଦିଲ୍ଲୀର ସାଉଥ୍ କ୍ୟାମ୍ପସ ନିକଟସ୍ଥ ସତ୍ୟ ନିକେତନ ଅଞ୍ଚଳରେ ରବିବାର ଅପରାହ୍ନରେ ଏକ ବଡ଼ ଅଘଟଣ ଘଟିଯାଇଛି। ''ହଷ୍ଟେଲ୍ ଡେଜ୍'' ନାମକ ଏକ ୫ ମହଲା ବାଳକ ପିଜି କୋଠା ହଠାତ୍ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିବାରୁ ଏହାର ଧ୍ୱଂସାବଶେଷ ତଳେ ୪୦ରୁ ୫୦ ଜଣ ଛାତ୍ର ଚାପି ହୋଇ ରହିଥିବା ଆଶଙ୍କା…

ସିଏମ୍ କିଷାନ୍ ଯୋଜନାର ପଞ୍ଚମ କିସ୍ତି ବଣ୍ଟନ ସମାରୋହ ଆୟୋଜିତ

ମୁଖ୍ୟମନ୍ତ୍ରୀ କିଷାନ୍ ସମ୍ମାନ ନିଧି (ସିଏମ୍ କିଷାନ୍) ଯୋଜନାର ପଞ୍ଚମ କିସ୍ତି ଆଜି ପବିତ୍ର ଜନ୍ମାଷ୍ଟମୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଶିକ୍ଷାସଦନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଦାନ କରିଛନ୍ତି। ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରରେ…

ପାଟକମୁଣ୍ଡାରେ ହାତୀ ଉପଦ୍ରବ ; ଗଛରେ ଚଢି ଜୀବନ ବଞ୍ଚାଇଲେ ବନ କର୍ମଚାରୀ

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳରେ ବୃଦ୍ଧି ପାଉଛି ହାତୀ ଉପଦ୍ରବ। ବର୍ଷା ଯୋଗୁଁ ଚାଷ ବିଳମ୍ବ ହେଉଥିବା ବେଳେ ହାତୀ ପଲ ଧାନ ବିଲରେ ପଶି ଧାନ ତଳି ନଷ୍ଟ କରୁଛି। ଗାଁରେ ପଶି ଘର ଭାଙ୍ଗି ଭାତ ଖାଇ ଯାଉଛି, ଯାହାଫଳରେ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗୁଛି। ସନ୍ଧ୍ୟା ହେଲେ ଗାଁକୁ ପଶି…

ଜାତୀୟ କ୍ରୀଡ଼ା ଦିବସ କାର୍ଯ୍ୟକ୍ରମର ପ୍ରଥମ ଦିନରେ ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ସହ କ୍ରୀଡ଼ା ପ୍ରଦର୍ଶନୀ…

କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଅନୁଗୋଳ ଇଣ୍ଡୋର ଷ୍ଟାଡିୟମ୍‌ଠାରେ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ ଜାତୀୟ କ୍ରୀଡ଼ା ଦିବସ ସମାରୋହ ଆୟୋଜିତ ହୋଇଯାଇଛି। ଆଜିଠାରୁ ୩୦ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ତିନିଦିନିଆ କାର୍ଯ୍ୟକ୍ରମର…

ଅନୁଗୋଳ ଜିଲ୍ଲା କଂଗ୍ରେସ ଦ୍ୱାରା ପ୍ରତିବାଦ ମଶାଲ ଶୋଭାଯାତ୍ରା ଓ କୁଶ ପୁତ୍ତଳିକା ଦାହ

ଖଣି ଓ ଖଣିଜଜାତ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ 2026 (MMDR Bill 2026) ପାରିତ।ଯାହାକି ଓଡ଼ିଶା ଭଳି ପ୍ରଚୁର ଖଣି ଓ ଖଣିଜାତ ଦ୍ରବ୍ୟଥିବା ରାଜ୍ୟ ଗୁଡିକୁ ଅକଳନୀୟ ରାଜସ୍ବ କ୍ଷତି ପହଞ୍ଚାଇବ। ଏଥିଲାଗି ଓଡିଶା ୧ ଲକ୍ଷ୍ୟ ୧୦ ହଜାର କୋଟି ବକେୟା ରାଜସ୍ବ ଆଉ ଆଦାୟ କରି ପାରିବ…

ଅନୁଗୋଳ ପୋକ୍ସୋ (POCSO) କୋର୍ଟଙ୍କ ଦ୍ୱାରା ଦୋଷୀକୁ କଠୋର କାରାଦଣ୍ଡ ଓ ଜରିମାନା

ଜଣେ ବାପା ନିଜ ନାବାଳିକା ଝିଅର ଫଟୋ କୁ ଜୈନିକ ବ୍ୟକ୍ତି ସାମାଜିକ ଗଣମାଧ୍ଯମ ରେ ପ୍ରସାର କରିବାର ଅଭିଯୋଗ ତାଳଚେର କଲିଏରୀ ଥାନାରେ ୨୦୨୦ ମସିହାରେ କରିଥଲେ। ଯାହାର ରାୟ ସରକାରୀ ଓକିଲଙ୍କ ସଫଳ ମାମଲା ପରିଚାଳନା ଫଳରେ ଆଜି ପ୍ରକାଶ ପାଇଛି।ଅନୁଗୋଳର ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ (ପୋକ୍ସୋ…

ଗୁରୁଜାଙ୍ଗଠାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ଯୋଗ ଦେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

ଅନୁଗୋଳ ଜିଲ୍ଲା ତାଳଚେରର ଗୁରୁଜାଙ୍ଗଠାରେ ଆଜି ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଜୀଙ୍କ ଜନ୍ମ ଶତବାର୍ଷିକୀ ମହୋତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇଛନ୍ତି । ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱାମୀଜୀଙ୍କ ସ୍ମୃତିପୂତ ଗୁରୁଜାଙ୍ଗ ଗ୍ରାମକୁ…

ताज़ा खबरें

1 of 15