Webportal

ଅକ୍ଟୋବର ରୁ ଆରମ୍ଭ ହେଇପାରେ ୧୮ରୁ କମ ବୟସ୍କଙ୍କ ପାଇଁ ଟୀକାକରଣ

sanitry
0 106

ଜାଇଡସ୍ କାଡିଲାର ଛୁଞ୍ଚିମୁକ୍ତ କରୋନାଭାଇରସ୍ ଟିକା ZyCoV-D ଅକ୍ଟୋବର ଆରମ୍ଭ ସୁଦ୍ଧା ଉପଲବ୍ଧ ହେବାର ସମ୍ଭାବନା ରହିଛି। ଏ ନେଇ ଶନିବାର ରିପୋର୍ଟ ପ୍ରକାଶ ପାଇଛି। ଭାରତର ଔଷଧ ନିୟାମକ ଅଗଷ୍ଟ ୨୦ରେ ଜରୁରୀକାଳୀନ ବ୍ୟବହାର ପାଇଁ ଜାଇଡସ୍ କାଡିଲା ଟିକାକୁ ଅନୁମୋଦନ କରିଥିଲେ।ଏହି ଟିକାକୁ ୧୨ ରୁ ୧୮ ବର୍ଷ ବୟସର କିଶୋରମାନଙ୍କୁ ଦିଆଯିବା ପାଇଁ ଅନୁମୋଦନ କରାଯାଇଛି।

Square Ad 1
Leave A Reply

Your email address will not be published.