Webportal

ଅଚାନକ କୋଭିଡ ହସ୍ପିଟାଲ ପରିଦର୍ଶନ କରି ସମସ୍ତ ବ୍ୟବସ୍ଥାର ଯାଞ୍ଚ କଲେ ଅନୁଗୁଳ ଜିଲ୍ଲାପାଳ

sanitry
0 243

ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ତାଳଚେର କୋଭିଡ ହସ୍ପିଟାଲକୁ ଅଚାନକ ପରିଦର୍ଶନ କରି ରୋଗୀ ମାନଙ୍କୁ ଦିଆ ଯାଉଥିବା ଖାଦ୍ୟର ମାନ ଯାଞ୍ଚ କରିଥିଲେ।ସେ ନିଜେ ଭୋଜନ ଖାଇ ଖାଦ୍ୟ ପ୍ରସ୍ତୁତି ଓ ଏହାର ଗୁଣବତାକୁ ପରୀକ୍ଷା କରିଥିଲେ।ଏହାଛଡା ଜିଲ୍ଲାପାଳ ଉତ୍ତମ ଚିକିତ୍ସା ଯୋଗାଇଦେବା ଉପରେ ଆଲୋଚନା କରିବା ସହ ଆନୁସଙ୍ଗିକ ବ୍ୟବସ୍ଥା ଗୁଡ଼ିକର ସମୀକ୍ଷା କରିଥିଲେ।ଏହି ୧୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ଅନୁଗୁଳ, ଢେ଼ଙ୍କାନାଳ ଓ ଦେଓଗଢ଼ ଜିଲ୍ଲାର କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Square Ad 1
Leave A Reply

Your email address will not be published.