ଅନୁଗୁଳରେ ଆରମ୍ଭ ହୋଇଥିଲା ସଡକ ସୁରକ୍ଷା ସପ୍ତାହ ପାଳନ। ଲୋକଙ୍କୁ ସଡକ ସୁରକ୍ଷା ନେଇ ସଚେତ କରିବା ଉଦ୍ଧେଶ୍ୟରେ ଏକ ସଚେତନତା ରାଲୀ ସହର ପରିକ୍ରମା କରିଛି । ଅନୁଗୋଳ ଷ୍ଟାଡିୟମ ରୁ ବାହାରି ଥିବା ଏହି ଶୋଭାଯାତ୍ରା କୁ ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି ପତାକା ଦେଖାଇ ଆରମ୍ଭ କରିଛନ୍ତି । ପୁରା ସପ୍ତାହ ବ୍ୟାପୀ ସଡକ ସୁରକ୍ଷା ନେଇ ଲୋକଙ୍କୁ ସଚେତନ କରିବା ପାଇଁ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ କାଯ୍ୟକ୍ରମର ଆୟୋଜନ କରାଯିବାର ଯୋଜନା ଥିବା ଅନୁଗୋଳ ଜିଲାପାଳ ସୂଚନା ଦେଇଛନ୍ତି ।

Prev Post