Webportal

ଅନୁଗୁଳ ଜିଲ୍ଲାରେ ଏଟିଏମ ଭାଁଙ୍ଗୀ ଲୁଟ

sanitry
0 282

ଅନୁଗୁଳ ଜିଲ୍ଲାର କୋଶଳା ଲକ୍ଷ୍ମୀ ବଜାର ସ୍ଥିତ ଆକ୍ସିସ ବ୍ୟାଙ୍କ ର
ଏଟିଏମ ତାଡି ଭାଙ୍ଗି ଦେଇଛନ୍ତି ଦୁର୍ବୁତ୍ତ ଗତକାଲି ବିଳମ୍ବିତ ରାତିରେ। ସ୍ଥାନୀୟ ଲୋକେ ଓ ଘର ମାଲିକ ବ୍ୟାଙ୍କ କାର୍ତ୍ୟୁପକ୍ଷ ଏବଂ ଛେଣ୍ଡିପଦା ପୋଲିସ କୁ ଏ ସମ୍ପର୍କରେ ଜଣାଇଛନ୍ତି। ଲୁଟର ପରିମାଣ ଅନୁସନ୍ଧାନ ଆରମ୍ଭ ହେଲା ପରେ ଜଣାପଡିବ।

Square Ad 1
Leave A Reply

Your email address will not be published.