Webportal

ଅନୁଗୁଳ ଜିଲ୍ଲାରେ ଗୁରୁବାର ଲକଡାଉନ ଅବମାନନା ଜନିତ ରୁଜୁ ମାମଲା ଗୁଡ଼ିକର ବିବରଣୀ

sanitry
0 404

ଅନୁଗୁଳ ଜିଲ୍ଲାରେ ଗୁରୁବାର ଲକ ଡାଉନ ନ ମାନିବା ପାଇଁ ୨୧ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହ ୯ ଟି ମଟର ସାଇକେଲ ଓ ୩୪୪ ଲିଟର ଦେଶୀ ମଦ ଜବତ କରାଯାଇଛି।ହଣ୍ଡପା ଥାନାରେ ୩ ଜଣ,ଖମାର ଥାନାରେ ଚାରି ଜଣ, କଲିଆରୀ ଥାନାରେ ଦୁଇ ଜଣ,ଏନଟିପିସି ଥାନାରେ ୩ ଜଣ ଓ ବନରପାଲ ଥାନାରେ ୯ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।

Square Ad 1
Leave A Reply

Your email address will not be published.