Webportal

ଅନୁଗୁଳ ଜିଲ୍ଲାରେ ମଙ୍ଗଳବାର ଲକଡାଉନ ଓ କ୍ୱାରେଣ୍ଟଟାଇନ ଅବମାନନା ଜନିତ ରୁଜୁ ମାମଲା ଗୁଡିକର ବିବରଣୀ

sanitry
0 340

ଅନୁଗୁଳ ଜିଲ୍ଲାରେ ମଙ୍ଗଳବାର ଲକ ଡାଉନ ନ ମାନିବା ପାଇଁ ୫ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ପାଞ୍ଚଟି ମୋଟର ସାଇକେଲ ଜବତ କରାଯାଇଛି।ବନରପାଲ ଥାନାରେ ଚାରି ଜଣ ଓ ଥାନାରେ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।

ସେହିପରି କ୍ୱାରେଣ୍ଟଟାଇନ ଅବମାନନା ପାଇଁ କିଶୋରନଗର ଥାନାରେ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ସରକାରୀ କ୍ୱାରେଣ୍ଟଟାଇନ କୁ ସିଫ୍ଟ କରିଦିଆଯାଇଛି।

Square Ad 1
Leave A Reply

Your email address will not be published.