ରାଜ୍ୟରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ନାରୀ ନିର୍ଯାତନା,ନାବାଳିକା ବଳାତ୍କାର,ଶିଶୁ ଓ ମହିଳା ଚାଲାଣ,ଶିଶୁ ନିର୍ଯାତନା ଓ ନିଖୋଜ ଏବଂ ସର୍ବୋପରି ବିପର୍ଯ୍ୟସ୍ତ ଅାଇନ ଶୃଙ୍ଖଳା ପରିସ୍ଥିତି ଆଦିର ପ୍ରତିବାଦ ଓ ଏମ.ସିଏଲ
ଓପନକାଷ୍ଟ କୋଇଲା ଖଣି ଦୁର୍ଘଟଣା ର ସି.ବି.ଅାଇ ତଦନ୍ତ କରିବା ଦାବିରେ ଅାଜି ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।ବିକ୍ଷୋଭ ଓ ଗଣଧାରଣା ପରେ ଜିଲ୍ଲାପାଳଙ୍କୁ ଭେଟି ଏହି ସବୁ ସମସ୍ୟାର ସମାଧାନ କିପରି ହୋଇପାରିବ ସେ ବିଷୟରେ ଅାଲୋଚନା କରିବା ସହ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।
Prev Post