ଅସାବଧାନତା ଯୋଗୁଁ ବ୍ୟକ୍ତିକୁ କୋଇଲାରେ ଦବାଇ ଦିଆଗଲା :ସୌଭାଗ୍ୟବସତ ବଞ୍ଚିଗଲା ଅମୂଲ୍ୟ ଜୀବନ CurrentState By MEDIA INDIA News On Apr 13, 2021 0 220 Share ଆଜି ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ଅନନ୍ତ କୋଇଲା ଖଣି ରେ ବେପରୁଆ ସୁରକ୍ଷା ବ୍ୟବସ୍ଥା ପାଇଁ ରେଳ ଡ଼ବାରେ ଅଜାଣତରେ ଜଣେ ବ୍ୟକ୍ତି ଉପରେ କୋଇଲା ଢାଳି ଘୋଡେଇ ଦେବା ଅବସ୍ଥା ହୋଇଥିଲା।ଉକ୍ତ ବ୍ୟକ୍ତିର ଚିତ୍କାର ଶୁଣି ତାକୁ ଉଦ୍ଧାର କରାଯାଇଛି, ଯା ଫଳରେ ଏକ ଅମୂଲ୍ୟ ଜୀବନ ବଞ୍ଚିଗଲା। 0 220 Share FacebookTwitterGoogle+ReddItWhatsAppPinterestEmail