Webportal
Adarasha College

ଆମ୍ବୁଲାନ୍ସ ସହ ଟ୍ୟାଙ୍କର ଦୁର୍ଘଟଣା: ୪ ମୃତ

sanitry
0 160

ଅନୁଗୁଳ ଜିଲ୍ଲା ଜରପଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଗ୍ୟାସ ଟ୍ୟାଙ୍କର ସହ ଆମ୍ବୁଲାନ୍ସ ଦୁର୍ଘଟଣା। ଘଟଣା ସ୍ଥଳରେ ୪ ମୃତ, ୪ ଗୁରୁତର ସୂଚନା। ମୃତକଙ୍କ ପରିଚୟ ମିଳିନାହିଁ। ଆମ୍ବୁଲାନ୍ସ ଟି ସମ୍ବଲପୁର ରୁ ଭୁବନେଶ୍ୱର ଯାଉଥିବା ସୂଚନା। ଦୁର୍ଘଟଣା ସ୍ଥଳରେ ଉଦ୍ଧାର କାର୍ୟ୍ଯ ଜାରି।

Onida Ad
Square Ad 1
Leave A Reply

Your email address will not be published.