ଅନୁଗୁଳ ଜିଲ୍ଲାରେ ଏସିଡ ଦ୍ୱାରା ଆକ୍ରମଣ । ଏସିଡ ଆକ୍ରମଣ ରେ ଛେଣ୍ଡିପଦା ପିପଳବାହାଳ ର କୁନା ବେହେରା ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି। । ତାଙ୍କ ମୁହଁରେ ଏସିଡ ଦ୍ଵାରା ଆକ୍ରମଣ ।ଖନ୍ଦାନାଳି ରୁ ବସରୁ ଓଲ୍ହାଇ ଘରକୁ ଫେରୁଥିବା ବେଳେ ଜଙ୍ଗଲ ନିକଟରେ ଆକ୍ରମଣ କଲେ ସେହି ଗାଁର ଦୁଇ ଭାଇ କାଳିଆ ଓ ବିଜୟ ସେଠି । ପୂର୍ବ ଶତ୍ରୁତାରୁ ଏହି ଏସିଡ ଆକ୍ରମଣ ହୋଇଥିବା ଜଣାପଡିଛି।