Webportal

କରୋନା ସମ୍ବଧିୟ ତାଜା ସୂଚନା

sanitry
0 302

# କାଲି ସକାଳ ୭.୩୦ ରୁ ଯୁକ୍ତ ଦୁଇ ଖାତା ଦେଖା ଅନଲାଇନ ରେ ଓ ପରେ ଅଫଳାଇନ ରେ ହେବ। ଏହା ୩୬ ଟି ସେଣ୍ଟର ରେ ଦୁଇଟି ପର୍ଯ୍ୟାୟରେ ଓ ଦୁଇଟି ସିଫ୍ଟ ରେ ହେବ

# ଜୁନ ମାସ ୧ ତାରିଖରୁ ୩ ଟି ପର୍ଯ୍ୟାୟରେ ଦେଶରେ ହଟିବ ଲକଡାଉନ

#ଜୁନ ମାସ ୮ ତାରିଖରୁ ଖୋଲିବ ସମସ୍ତ ଧାର୍ମିକ ଅନୁଷ୍ଠାନ, ସପିଙ୍ଗ ମଲ, ହୋଟେଲ ଏବଂ ରେଷ୍ଟୁରାଣ୍ଟ

# ଜୁନ ୧ ତାରିଖରୁ ରାତି ୯ ଟାରୁ ସକାଳ ୫ ଟା ଯାଏଁ କର୍ଫ୍ୟୁ ଜାରୀ ରହିବ

# ଜୁନ ପହିଲାରୁ ଆନ୍ତରାଜ୍ୟ ଯାତ୍ରା ଉପରେ କଟକଣା ଉଠିଲା

# ଜୁଲାଇ ମାସରୁ ସ୍କୁଲ ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାର ନେବେ

# ସର୍ବସାଧାରଣ ସ୍ଥାନ, କାର୍ଯ୍ୟାଳୟ ଓ ଗାଡ଼ିରେ ମାସ୍କ ପିନ୍ଧିବା ଏବଂ ୬ ଫୁଟର ସାମାଜିକ ଦୂରତ୍ୱ ରଖିବା ଜରୁରୀ

# ଏକାଠି ଅଧିକା ଲୋକ ଜମା ହେବା ମନା

# କଣ୍ଟେନମେଣ୍ ଅଞ୍ଚଳରେ ପୂର୍ବଭଳି କଟକଣା ଜାରି ରହିବ

# ଅନ ଲକ ୧ ର ଅବଧି ଜୁନ ୩୦ ପର୍ଯ୍ୟନ୍ତ। ଏହା ପରେ ଅନ ଲକ ୨ ବିଷୟରେ ଘୋଷଣା କରାଯିବ

# ଏ ପର୍ଯ୍ୟନ୍ତ ବିଶ୍ୱର ୨୧୩ ଦେଶ କରୋନା କବଳରେ ଆସିଛନ୍ତି।ସମୁଦାୟ ୬୧.୫୦ ଲକ୍ଷ ଲୋକ ଆକ୍ରାନ୍ତ ହୋଇ ୨୭.୨୯ ଲକ୍ଷ ଲୋକ ସୁସ୍ଥ ଓ ୩୭୦୫୦୦ ଜଣ ମୃତୁ ବରଣ କରିସାରିଲେଣି

# ଭାରତବର୍ଷରେ ଏ ପର୍ଯ୍ୟନ୍ତ ୧୭୩୭୬୩ ଆକ୍ରାନ୍ତ ହୋଇ ୮୨୩୭୦ ସୁସ୍ଥ ହୋଇଛନ୍ତି ଏବଂ ୪୯୭୧ ଜଣ ମୃତୁ ବରଣ କରିଛନ୍ତି

# ଏ ପର୍ଯ୍ୟନ୍ତ ରାଜ୍ୟର ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯

Square Ad 1
Leave A Reply

Your email address will not be published.