ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ପୋକତୁଙ୍ଗା ଡ଼ମ ସାହି ରେ ଝାଡା ବାନ୍ତିରେ ୨୨ରୁ ଉର୍ଧ୍ଵ ଆକ୍ରାନ୍ତ ହୋଇଥିବା ବେଳେ ୪ ଜଣ ଗୁରୁତ୍ବର ହୋଇ ବନ୍ତଳା ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଅନୁଗୋଳ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଘଟଣା ସ୍ଥଳରେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ପହଁଚି ଯାଞ୍ଚ ଆରମ୍ଭ କରିଛନ୍ତି।