ଆଜି ଅନୁଗୁଳ ଜିଲ୍ଲାପାଳ ଓ ଏସପି ଏକ ମିଳିତ ବିବୃତିରେ ଜିଲ୍ଲାରେ ଖୋଲା ରହୁଥିବା ସମସ୍ତ ଦୋକାନି ତାଙ୍କର ଦୋକାନକୁ ଆସୁଥିବା ଗ୍ରାହକ ମାନେ ସାମାଜିକ ଦୂରତା ବଜାୟ ରଖିବା ସୁନିଶ୍ଚିତ କରିବା ପାଇଁ କହିଛନ୍ତି। ଯଦି କୌଣସି ଦୋକାନ ରେ ସାମାଜିକ ଦୂରତ୍ୱ ରହୁଥିବା ଦେଖା ନ ଯାଏ ତେବେ ସେ ଦୋକାନକୁ ସିଲ କରିଦିଆଯିବା ସହ ସମ୍ପୃକ୍ତ ଦୋକାନୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବ।