ଅନୁଗୁଳ ଜିଲ୍ଲାର ନାଲକୋ ପ୍ଲାଣ୍ଟରେ ଦୁର୍ଘଟଣାରେ ଗୁରୁତର ଆହତ ଶ୍ରମିକ ମିଥୁନ ନାଥ ଙ୍କର ଦିଲ୍ଲୀରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ପରେ ଆଜି ତାଙ୍କର ପରିବାର ଲୋକ ଓ ଗ୍ରାମବାସୀ ଆଦିଙ୍କ ପକ୍ଷରୁ ତିରିଶ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଜଣଙ୍କୁ ଚାକିରୀ ଦେବା ଦାବିରେ ମୃତ ଶରୀରକୁ ରଖି ନାଲକୋ ର ଉଭୟ ସ୍ମେଲଟର ଓ ସିପିପି ପ୍ଲାଣ୍ଟ ର ମୁଖ୍ୟ ଫାଟକ ବନ୍ଦ କରି ଆନ୍ଦୋଳନ ଆରମ୍ଭ କରା ଯାଇଛି। ଘଟଣା ସ୍ଥଳରେ ପୋଲିସ ଏବଂ ସିଆଇଏସଏଫ ମୁତୟନ ଅଛନ୍ତି।J