Webportal

ବିକାର ମାନସିକତା, ପାଣିରେ ଫୋପାଡ଼ି ଦେଲେ ନବଜାତକ ଶିଶୁ କନ୍ୟାକୁ

sanitry
0 211

ଅନୁଗୁଳ ଜିଲ୍ଲାରେ ଅଲୋଡା ହେଲା ଶିଶୁକନ୍ୟା ଓ ନବଜାତକକୁ ଫୋପାଡ଼ି ଦିଆଯାଇଛି ଏକ କେନାଲରେ ଓ ଏହି ପରି ଦୁର୍ଭାଗ୍ୟଜନକ ଘଟଣା ଦେଖିବାକୁ ମିଳିଛି ଜିଲ୍ଲାର ନାଲକୋ ନଗର ନିକଟରେ ଜଳସେଚନ ପାଇଁ ଯାଇଥିବା କେନାଲରେ ଯେଉଁଠି ଏକ ନବଜାତକର ମୃତଦେହ ଭାସୁଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇ ପୋଲିସକୁ ଖବର ଦେଇଥିଲେ ଓ ପୋଲିସ ସେଠାରେ ପହଞ୍ଚି କେନାଲରୁ ମୃତଦେହ ଉଦ୍ଧାର କରିବା ପରେ ଶିଶୁକନ୍ୟା ବୋଲି ଜଣା ପଡ଼ିଥିଲା । ତଦନ୍ତ ପରେ ଘଟଣା ସମ୍ପର୍କରେ ଜଣା ପଡିବ।

Square Ad 1
Leave A Reply

Your email address will not be published.