Webportal

ବିଦ୍ୟୁତ ସ୍ପର୍ଶରେ ସ୍ବାମୀ ସ୍ତ୍ରୀ ମୃତ

sanitry
0 151

କଣାସ ରେ ଆଜି ସକାଳୁ
ଉଠି ଫୁଲ ତୋଳିବା କାଳ ପାଲଟିଥିଲା ନିଶାମଣି ପାଇଁ।ଦୈନଦିନ ପରି ଠାକୁର ପୂଜା କରିବା ପାଇଁ ଫୁଲ ତୋଳୁ ଥିଲେ ।ସ୍ବାମୀ ଓ ଘର ସଂସାର ଦିର୍ଘାୟୁ ପାଇଁ ପୂଜାର୍ଚ୍ଚନା କରୁଥିଲେ ।ରବିବାର କାଳ ବାର ଅଧା ବୟସରେ ଦାମ୍ପତ୍ୟଙ୍କ ଅଭିଶାପ ପାଲଟି ଯାଇଥିଲା ।ଘର ପାଖରେ ଏଲଟି ଖୁଣ୍ଟର ତାର ଉହଳିଛି ଜଣା ନଥିଲା ମା ନିଶାମଣିକୁ ।ହଠାତ୍ ପାଖୁଡାରୁ ଫୁଲ ଧରୁ ଜିଅନ୍ତା ବିଦ୍ୟୁତ ତାର ଲାଗି ଯାଇଥିଲା ତାଙ୍କ ଦେହରେ ।ତାଙ୍କର ଚିତ୍କାର ଶୁଣି। ସ୍ବାମୀ ଗୋକୁଳ ସ୍ତ୍ରୀର ହାତ ଧରି ଭିଡୁ ଭିଡୁ।ଅଚେତ ହୋଇ ପଡିଯାଇଥିଲେ ଦାମ୍ପତ୍ୟ ଦୁହେଁ ।ସଂଗେ ସଂଗେ ଗାଁର କିଛି ବ୍ୟକ୍ତି ତାଙ୍କୁ ନେଇ ପହଂଚେଇଥିଲେ କଣାସ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ । ଡାକ୍ତର ଚେକପ କରିବା ପରେ।ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

Square Ad 1
Leave A Reply

Your email address will not be published.