ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୁଡିଅ।ଳି ଗାଁରେ ଅ।ଜି ଘଟିଯାଇଛି ଏକ ଅଭାବନୀୟ ଘଟଣା । ଅ।ଉ ଖୋଦ ଦୁଇ ଭଉଣି ବିଷ ପିଇ ନିଜ ଜିବନ ହାରିଦେଇଥିବା ବେଳେ ଅ।ମ୍ତହତ୍ୟା ର ଅସଲ କାରଣ ଏବେ ବି ଜଣାପଡି
ନାହିଁ । ଗୋଟାଏ ପଟେ ପାରିବାରିକ କଳହ ବୋଲି କୁହାଯାଉଥିବା ବେଳେ ଦାରିଦ୍ର୍ୟ ହେତୁ ମଧ୍ୟ ଅ।ମ୍ତହତ୍ୟା କରିଥାଇପାରନ୍ତି ବୋଲି ପୋଲିସ ସୂଚନା ଦେଇଛି । ସେପଟେ ଦୁଇ ମୃତ ଭଉଣି ଙ୍କ ବାପାଙ୍କୁ ପୋଲିସ ଅଟକ ରଖି ଘଟଣାର ତଦନ୍ତ ଅ।ରମ୍ବ କରିଛି । କବିସୂର୍ଯ୍ୟନଗର ଥାନା ଗୁଡିଅ।ଳି ଗାଁରେ ଘଟିଯାଇଛି ଏକ ଦୁଖଦଃ ଘଟଣା । ଅ।ଉ ଗୋଟିଏ ମଶାଣିରେ ଦୁଇ ଭଉଣି ଙ୍କ ଚିତା ଜଳିଥିବା ବେଳେ ସାରା ଗାଁରେ ଏକ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତେବେ ସେହି ଗାଁର ଦୁଇ ଭଉଣି ଦିପା ଭୂୟାଁ ଓ ଜିତା ଭୂୟାଁ ପାରିବାରିକ କଳହରୁ ବିଷ ପାନ କରି ଅ।ମ୍ତହତ୍ୟା ଖବର ସାରା ଜିଲ୍ଲାରେ ହଇଚଇ ସୃଷ୍ଟି କରିଥିବା ବେଳେ ଜଣକର କବିସୂର୍ଯ୍ୟନଗର ମେଡିକାଲ ଓ ଅନ୍ୟ ଜଣେ ବ୍ରହ୍ମପୁର ବଡମେଡିକାଲରେ ଅ।ଖି ବୁଜିଛନ୍ତି । ତେବେ ତେବେ ଅ।ମ୍ତହତ୍ୟା କାରଣ ପାରିବାରିକ ବୋଲି କୁହାଯାଉଥିବା ବେଳେ ବାପା ପଦ୍ମନାଭ ଭୂୟାଁଙ୍କୁ ପୋଲିସ ଶଅଟକ ରଖି ଘଟଣାର ତଦନ୍ତ ଚଳାଇଛି ।- ସେପଟେ ଏହି ଘଟଣା ଖବର ପାଇବା ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣା ର ତଦନ୍ତ ଅ।ରମ୍ବ କରିଥିବା ବେଳେ ଦୁଇ ଭଉଣି ଙ୍କ ଶବକୁ ଜବତ କରି ବ୍ୟବଛେଦ କରି ଗାଁକୁ ପଠାଇଦେଇଛି । ତଥାପି ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଥିବା ବେଳେ ପାରିବାରିକ କଳହ ସାଙ୍କୁ ଦାରିଦ୍ର୍ୟ ର କଷାଘାତ ର କାରଣ ହୋଇଥାଇପାରେ ବୋଲି ମଧ୍ୟ ପୋଲିସ ସୂଚନା ଦେଇଛି । ସେପଟେ ଏହି ଘଟଣା ସାରା କବିସୂର୍ଯ୍ୟନଗର ଥାନା ଇଲାକାରେ ଚର୍ଚ୍ଚା ର ବିଷୟ ହୋଇଥିବା ବେଳେ ସାରା ଗୁଡିଅ।ଳି ଗାଁରେ ସମସ୍ତେ ଚକ୍କିତ ହୋଇଯାଇଛନ୍ତି । ତେବେ ଘଟଣାର ତଦନ୍ତ ପରେ ସମସ୍ତ ଘଟଣା ଲୋକଲୋଚନକୁ ଅ।ସିପାରିବା ର ବିଶ୍ଵାସ ରହିଥିବା ବେଳେ ଦାରିଦ୍ର୍ୟର କଷାଘାତର ମଧ୍ୟ ତଦନ୍ତ ହେବା ଏବେ ଜରୁରି ହୋଇପଡିଛି ।