Webportal

ମର୍ମନ୍ତୁଦ ଦୁର୍ଘଟଣା

ପୋଲିଆ ତଳକୁ ଖସିଲା କାର

sanitry
0 197

ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ଖମାର ଥାନା ଅନ୍ତର୍ଗତ ଇଂଜିଡ଼ ଗ୍ରାମରୁ ଆଜି ରାତ୍ର ପ୍ରାୟ ୮ ଘଟିକା ଏକ ଆଇ ୨୦ ଘରୋଇ କାର ଓ ଡି-୦୨ay-୮୭୫୫) ଫେରୁଥିବା ସମୟରେ କୁଞ୍ଜମ ଗ୍ରାମ ନିକଟସ୍ଥ ପୋଲ ଉପରୁ ଭାରସାମ୍ୟ ହରାଇ ତଳକୁ ଖସି ପଡିବାରୁ ଘଟଣାସ୍ଥଳ ରେ ଚାଳକ ସମଲ ଥାନା ପରାବିଲ ଗ୍ରାମର ଜୟନ୍ତ ପ୍ରଧାନଙ୍କର ଶୋଚନୀୟ ମୃତ୍ୟୁ ହୋଇଛି । ଖବର ପାଇ ଘଟଣାସ୍ଥଳ ରେ ଖମାର ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

Square Ad 1
Leave A Reply

Your email address will not be published.