ଲକ ଡାଉନ ନିୟମକୁ ଭାଙ୍ଗୁଥିବା ଲୋକଙ୍କ ଉପରେ ଅନୁଗୁଳ ଜିଲ୍ଲା ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ ହୋଇଛି।ଗତକାଲି ୨୪ତାରିଖରେ ଜିଲ୍ଲାରେ ୨୪ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ଓ ୧୦ ଟି ମଟରସାଇକେଲ ସିଜ ବା ଜବତ କରାଯାଇଛି।ଯେଉଁ ଥାନା ଗୁଡିକରେ ମାମଲା ରୁଜୁ କରାଯାଇଛି ସେଗୁଡିକ ହେଲେ ଅନୁଗୁଳ, ବନରପାଲ,
ପାଲ୍ଲହଡା ଓ ଜରପଡା।