Webportal

ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ

sanitry
0 174

ସେଦିସେଦିନ ଥିଲା may ୬ ତାରିଖ ଖବର ପାଇ ଆମେ ପହଞ୍ଚିଥିଲୁ ଭଦ୍ରକ କୁଆଁସରୋଡରେ ଥିବା ସାଳନ୍ଦୀ ଗେଷ୍ଟ ହାଉସରେ ,ପହଞ୍ଚିବା ପରେ ଗେଷ୍ଟ ହାଉସ ମାଲିକଙ୍କ ପୁଅ ରିଶେପସନରେ ବସିଥିବାର ଦେଖି ପ୍ରଥମେ ତାଙ୍କୁ ଘଟଣା ସମନ୍ଧରେ ପଚାରିବାରୁ ସେ ଆମକୁ କହିଲେ ଯେ ସକାଳୁ ସକାଳୁ ଦୁଇଜଣ ଯୁବକ ଯୁବତୀ ଗେଷ୍ଟ ହାଉସରେ ପହଞ୍ଚି ରୁମ ମାଗିଥିଲେ ଗେଷ୍ଟ ହାଉସର ଦିତୀୟ ମହଲାର 107 ନମ୍ବର ରୁମ ଖାଲି ଥିବାରୁ ସେ ସେହି ରୁମକୁ ସେମାନଙ୍କୁ ଦେବାକୁ କହିଥିଲେ । ହେଲେ ନିୟମ ଅନୁଯାୟୀ ଗ୍ରାହକଙ୍କର ପରିଚୟ ପତ୍ର ହିସାବରେ କେବଳ ଯୁବକଙ୍କର ଆଧାର ,ଡ୍ରାଇବିଙ୍ଗ ଲାଇସେନ୍ସ ଓ ଭୋଟ ପରିଚୟ ପତ୍ର ଯୁବକଙ୍କ ଦ୍ଵାରା ଦାଖଲ ହୋଇଥିଲା ଓ ଆମ୍ଭେ ଟିକେ ଫ୍ରେସ ହୋଇ ଯୁବତୀଙ୍କ କାଗଜ ପତ୍ର ଦାଖଲ କରିବୁ କହି ଯୁବକ ଯୁବତୀ ଉଭୟ 107 ନମ୍ବର ରୁମକୁ ଯାଇଥିଲେ କିଛି ସମୟ ପରେ ଯୁବତୀଙ୍କର କାଗଜ ପତ୍ର ଦାଖଲ ହେବାରେ ଡେରି ହେବା ଦେଖି ଗେଷ୍ଟ ହାଉସ ମଳିକଂକ ପୁଅ ଯାଇ 107 ନମ୍ବର ରୁମର କବାଟ ବାଡେଇବାରେ ଭିତରୁ କୌଣସି ପ୍ରତିକ୍ରିୟା ପାଇନଥିଲେ ତେଣୁ ସେ ତାଙ୍କ କର୍ମଚାରୀଙ୍କ ଦ୍ଵାରା ରୁମର କବାଟ ଭାଙ୍ଗି ଦେଖିଲା ବେଳକୁ ରୁମ ଭିତର ବେଡରେ ଉଭୟ ଯୁବକ ଯୁବତୀ ରକ୍ତାକ୍ତ ଅବସ୍ଥାରେ ମରି ପଡିଛନ୍ତି ।
ସଙ୍ଗେ ସଙ୍ଗେ ଏହି ଖବର ସାରା ସହରରେ ପ୍ରକଟ ହୋଇଯାଇଥିବା ବେଳେ ଘଟଣା ସ୍ତଳରେ ଟାଉନ ଥାନା ଅଧିକାରିଣୀ ପହଞ୍ଚି ଉଭୟଙ୍କ ଶରୀରକୁ ପୋଲିସ ଭ୍ୟାନ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିବା ପରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ପରେପରେ ଅନୁସନ୍ଧାନରୁ ଜଣାପଡିଥିଲା ଯେ ଯୁବକ ଜଣକ ମୁସଲମାନ ସଂପ୍ରଦାୟର ହୋଇଥିବା ବେଳେ ଯୁବତି ଜଣକ ହିନ୍ଦୁ ବୋଲି । ଯୁବକ ଜଣକ ପୁରୁଣା ବଜାର ଥାନା ଅନ୍ତର୍ଗତ ମୁଲ୍ଲା ସାହିର ମୁଲ୍ଲା ଅବଦୁଲ ରଜାକ ଓ ଯୁବତୀ ଜଣକ ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ନରିପୂର ଗ୍ରାମର ନାବାଳିକା ମନୀଷା ଦାସ ବୋଲି । ଘଟଣାର ତଦନ୍ତ ପୋଲିସ ଜାରି ରଖିଥିବାବେଳେ ପୋଲିସ ପକ୍ଷରୁ ଗେଷ୍ଟ ହାଉସ ମାଲିକ ,ମଳିକିଆଣୀ କୁ ଗିରଫ କରାଯାଇ ଥିବା ବେଳେ ଏତେ ଦିନ ବିତିଯାଇଥିଲେ ମଧ୍ୟ ପ୍ରକୃତରେ ଘଟଣାର ସତ୍ୟାସତ୍ୟ ଉନ୍ମୋଚନ କରିବାରେ ଜିଲ୍ଲା ପୋଲିସର ଅପାରଗତା ଦର୍ଶାଇ ଉଭୟ ପରିବାର ତରଫରୁ ଏହାର ଉଚସ୍ତରୀୟ ତଦନ୍ତ ଦାବି ହେଉଥିବାବେଳେ ଆଜି “ ଇଣ୍ଟର ନ୍ୟାସନାଲ ହ୍ୟୁମାନ ରାଇଟ୍ସ କାଉନସିଲ “ ର ସଭାପତି ସସ୍ମିତା ଦାସ ଜିଲ୍ଲାପାଳଙ୍କୁ ଭେଟି ଘଟଣାର ସ୍ବଚ୍ଛ ଓ ନିରପେକ୍ଷ ତଦନ୍ତ ଦାବି କରିବା ସହ ଆଇନ ବିରୋଧୀ କାର୍ଯ୍ୟ କରିଥିବା ଶାଳନ୍ଦି ଗେଷ୍ଟ ହାଉସକୁ ସିଲ କରିବାକୁ ଦାବି କରିଥିଲେ ।
ଏଠି ପ୍ରଶ୍ନ ଉଠେ ଯେ ….
1_ଗେଷ୍ଟ ହାଉସ କତୃପକ୍ଷ ବିନା କ୍ଳୋଜ ସର୍କିଟ କ୍ୟାମେରାରେ କିପରି ଚଳାଊଥିଲେ ହୋଟେଲ ?
2_କିପରି ବିନା ପରିଚୟ ପତ୍ରରେ ଜଣେ ନାବାଳିକାକୁ ଜଣେ ଯୁବକ ସହ ରହିବାକୁ ଦେଇଥିଲେ ନିଜ ଗେଷ୍ଟ ହାଉସରେ ?
3 _ଗେଷ୍ଟ ହାଉସ ରେକର୍ଡ ଅନୁଯାଇ କିପରି ଏକ ସମୟରେ ଦୁଇ ଜଣଙ୍କ ନାମରେ ବୁକିଙ୍ଗ ହୋଇଥିଲା ଗୋଟିଏ ରୁମ 107 ?
4_ପୋଲିସକୁ ନଜଣାଇ ନିଜେ 107 ନମ୍ବର ରୁମ କବାଟ କାହିଁକି ନିଜେ ଭାଙ୍ଗିଲେ ?
5 _ସାଧାରଣ ଚୋରୀ ଡକାୟତି ଘଟଣାରେ ପୋଲିସ ସନ୍ଧାନୀ କୁକୁରର ସହାୟତା ନେଉଥିବା ବେଳେ ଏହି ଡବଲ ମଡର କେଶରେ କିପରି ସନ୍ଧାନୀ କୁକୁରର ସହାୟତା ନେଲାନି ?
6 _ପୁଅ ଝିଅ ଅଲଗା ଅଲଗା ସଂପ୍ରଦାୟର ହୋଇଥିବାରୁ ଜିଲ୍ଲା ପୋଲିସ ସମ୍ପ୍ରଦାୟିକ ଗଣ୍ଡଗୋଳ ସୃଷ୍ଟି ହେବ ଆଶଙ୍କାରେ ନିଜକୁ ବଞ୍ଚାଇ ପୁଅ ଶରୀରରେ 8 ଟି ଓ ଝିଅ ବେକ ଓ ଶରୀରରେ ୨୪ଟି ଗଭୀର କ୍ଷତ ଥିବା ବେଳେ ଉଭୟ ପୁଅ ଝିଅଙ୍କୁ _ ପ୍ରେମୀ ଯୁଗଳ ଦର୍ଶାଇ ତଦନ୍ତକୁ ଶିଥିଳ କରି ଚାଲିଛି କି ?ନ ଥିଲା may ୬ ତାରିଖ ଖବର ପାଇ ଆମେ ପହଞ୍ଚିଥିଲୁ ଭଦ୍ରକ କୁଆଁସରୋଡରେ ଥିବା ସାଳନ୍ଦୀ ଗେଷ୍ଟ ହାଉସରେ ,ପହଞ୍ଚିବାସେଦିନ ଥିଲା may ୬ ତାରିଖ ଖବର ପାଇ ଆମେ ପହଞ୍ଚିଥିଲୁ ଭଦ୍ରକ କୁଆଁସରୋଡରେ ଥିବା ସାଳନ୍ଦୀ ଗେଷ୍ଟ ହାଉସରେ ,ପହଞ୍ଚିବା ପରେ ଗେଷ୍ଟ ହାଉସ ମାଲିକଙ୍କ ପୁଅ ରିଶେପସନରେ ବସିଥିବାର ଦେଖି ପ୍ରଥମେ ତାଙ୍କୁ ଘଟଣା ସମନ୍ଧରେ ପଚାରିବାରୁ ସେ ଆମକୁ କହିଲେ ଯେ ସକାଳୁ ସକାଳୁ ଦୁଇଜଣ ଯୁବକ ଯୁବତୀ ଗେଷ୍ଟ ହାଉସରେ ପହଞ୍ଚି ରୁମ ମାଗିଥିଲେ ଗେଷ୍ଟ ହାଉସର ଦିତୀୟ ମହଲାର 107 ନମ୍ବର ରୁମ ଖାଲି ଥିବାରୁ ସେ ସେହି ରୁମକୁ ସେମାନଙ୍କୁ ଦେବାକୁ କହିଥିଲେ । ହେଲେ ନିୟମ ଅନୁଯାୟୀ ଗ୍ରାହକଙ୍କର ପରିଚୟ ପତ୍ର ହିସାବରେ କେବଳ ଯୁବକଙ୍କର ଆଧାର ,ଡ୍ରାଇବିଙ୍ଗ ଲାଇସେନ୍ସ ଓ ଭୋଟ ପରିଚୟ ପତ୍ର ଯୁବକଙ୍କ ଦ୍ଵାରା ଦାଖଲ ହୋଇଥିଲା ଓ ଆମ୍ଭେ ଟିକେ ଫ୍ରେସ ହୋଇ ଯୁବତୀଙ୍କ କାଗଜ ପତ୍ର ଦାଖଲ କରିବୁ କହି ଯୁବକ ଯୁବତୀ ଉଭୟ 107 ନମ୍ବର ରୁମକୁ ଯାଇଥିଲେ କିଛି ସମୟ ପରେ ଯୁବତୀଙ୍କର କାଗଜ ପତ୍ର ଦାଖଲ ହେବାରେ ଡେରି ହେବା ଦେଖି ଗେଷ୍ଟ ହାଉସ ମଳିକଂକ ପୁଅ ଯାଇ 107 ନମ୍ବର ରୁମର କବାଟ ବାଡେଇବାରେ ଭିତରୁ କୌଣସି ପ୍ରତିକ୍ରିୟା ପାଇନଥିଲେ ତେଣୁ ସେ ତାଙ୍କ କର୍ମଚାରୀଙ୍କ ଦ୍ଵାରା ରୁମର କବାଟ ଭାଙ୍ଗି ଦେଖିଲା ବେଳକୁ ରୁମ ଭିତର ବେଡରେ ଉଭୟ ଯୁବକ ଯୁବତୀ ରକ୍ତାକ୍ତ ଅବସ୍ଥାରେ ମରି ପଡିଛନ୍ତି ।
ସଙ୍ଗେ ସଙ୍ଗେ ଏହି ଖବର ସାରା ସହରରେ ପ୍ରକଟ ହୋଇଯାଇଥିବା ବେଳେ ଘଟଣା ସ୍ତଳରେ ଟାଉନ ଥାନା ଅଧିକାରିଣୀ ପହଞ୍ଚି ଉଭୟଙ୍କ ଶରୀରକୁ ପୋଲିସ ଭ୍ୟାନ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିବା ପରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ପରେପରେ ଅନୁସନ୍ଧାନରୁ ଜଣାପଡିଥିଲା ଯେ ଯୁବକ ଜଣକ ମୁସଲମାନ ସଂପ୍ରଦାୟର ହୋଇଥିବା ବେଳେ ଯୁବତି ଜଣକ ହିନ୍ଦୁ ବୋଲି । ଯୁବକ ଜଣକ ପୁରୁଣା ବଜାର ଥାନା ଅନ୍ତର୍ଗତ ମୁଲ୍ଲା ସାହିର ମୁଲ୍ଲା ଅବଦୁଲ ରଜାକ ଓ ଯୁବତୀ ଜଣକ ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ନରିପୂର ଗ୍ରାମର ନାବାଳିକା ମନୀଷା ଦାସ ବୋଲି । ଘଟଣାର ତଦନ୍ତ ପୋଲିସ ଜାରି ରଖିଥିବାବେଳେ ପୋଲିସ ପକ୍ଷରୁ ଗେଷ୍ଟ ହାଉସ ମାଲିକ ,ମଳିକିଆଣୀ କୁ ଗିରଫ କରାଯାଇ ଥିବା ବେଳେ ଏତେ ଦିନ ବିତିଯାଇଥିଲେ ମଧ୍ୟ ପ୍ରକୃତରେ ଘଟଣାର ସତ୍ୟାସତ୍ୟ ଉନ୍ମୋଚନ କରିବାରେ ଜିଲ୍ଲା ପୋଲିସର ଅପାରଗତା ଦର୍ଶାଇ ଉଭୟ ପରିବାର ତରଫରୁ ଏହାର ଉଚସ୍ତରୀୟ ତଦନ୍ତ ଦାବି ହେଉଥିବାବେଳେ ଆଜି “ ଇଣ୍ଟର ନ୍ୟାସନାଲ ହ୍ୟୁମାନ ରାଇଟ୍ସ କାଉନସିଲ “ ର ସଭାପତି ସସ୍ମିତା ଦାସ ଜିଲ୍ଲାପାଳଙ୍କୁ ଭେଟି ଘଟଣାର ସ୍ବଚ୍ଛ ଓ ନିରପେକ୍ଷ ତଦନ୍ତ ଦାବି କରିବା ସହ ଆଇନ ବିରୋଧୀ କାର୍ଯ୍ୟ କରିଥିବା ଶାଳନ୍ଦି ଗେଷ୍ଟ ହାଉସକୁ ସିଲ କରିବାକୁ ଦାବି କରିଥିଲେ ।
ଏଠି ପ୍ରଶ୍ନ ଉଠେ ଯେ ….
1_ଗେଷ୍ଟ ହାଉସ କତୃପକ୍ଷ ବିନା କ୍ଳୋଜ ସର୍କିଟ କ୍ୟାମେରାରେ କିପରି ଚଳାଊଥିଲେ ହୋଟେଲ ?
2_କିପରି ବିନା ପରିଚୟ ପତ୍ରରେ ଜଣେ ନାବାଳିକାକୁ ଜଣେ ଯୁବକ ସହ ରହିବାକୁ ଦେଇଥିଲେ ନିଜ ଗେଷ୍ଟ ହାଉସରେ ?
3 _ଗେଷ୍ଟ ହାଉସ ରେକର୍ଡ ଅନୁଯାଇ କିପରି ଏକ ସମୟରେ ଦୁଇ ଜଣଙ୍କ ନାମରେ ବୁକିଙ୍ଗ ହୋଇଥିଲା ଗୋଟିଏ ରୁମ 107 ?
4_ପୋଲିସକୁ ନଜଣାଇ ନିଜେ 107 ନମ୍ବର ରୁମ କବାଟ କାହିଁକି ନିଜେ ଭାଙ୍ଗିଲେ ?
5 _ସାଧାରଣ ଚୋରୀ ଡକାୟତି ଘଟଣାରେ ପୋଲିସ ସନ୍ଧାନୀ କୁକୁରର ସହାୟତା ନେଉଥିବା ବେଳେ ଏହି ଡବଲ ମଡର କେଶରେ କିପରି ସନ୍ଧାନୀ କୁକୁରର ସହାୟତା ନେଲାନି ?
6 _ପୁଅ ଝିଅ ଅଲଗା ଅଲଗା ସଂପ୍ରଦାୟର ହୋଇଥିବାରୁ ଜିଲ୍ଲା ପୋଲିସ ସମ୍ପ୍ରଦାୟିକ ଗଣ୍ଡଗୋଳ ସୃଷ୍ଟି ହେବ ଆଶଙ୍କାରେ ନିଜକୁ ବଞ୍ଚାଇ ପୁଅ ଶରୀରରେ 8 ଟି ଓ ଝିଅ ବେକ ଓ ଶରୀରରେ ୨୪ଟି ଗଭୀର କ୍ଷତ ଥିବା ବେଳେ ଉଭୟ ପୁଅ ଝିଅଙ୍କୁ _ ପ୍ରେମୀ ଯୁଗଳ ଦର୍ଶାଇ ତଦନ୍ତକୁ ଶିଥିଳ କରି ଚାଲିଛି କି ? ପରେ ଗେଷ୍ଟ ହାଉସ ମାଲିକଙ୍କ ପୁଅ ରିଶେପସନରେ ବସିଥିବାର ଦେଖି ପ୍ରଥମେ ତାଙ୍କୁ ଘଟଣା ସମନ୍ଧରେ ପଚାରିବାରୁ ସେ ଆମକୁ କହିଲେ ଯେ ସକାଳୁ ସକାଳୁ ଦୁଇଜଣ ଯୁବକ ଯୁବତୀ ଗେଷ୍ଟ ହାଉସରେ ପହଞ୍ଚି ରୁମ ମାଗିଥିଲେ ଗେଷ୍ଟ ହାଉସର ଦିତୀୟ ମହଲାର 107 ନମ୍ବର ରୁମ ଖାଲି ଥିବାରୁ ସେ ସେହି ରୁମକୁ ସେମାନଙ୍କୁ ଦେବାକୁ କହିଥିଲେ । ହେଲେ ନିୟମ ଅନୁଯାୟୀ ଗ୍ରାହକଙ୍କର ପରିଚୟ ପତ୍ର ହିସାବରେ କେବଳ ଯୁବକଙ୍କର ଆଧାର ,ଡ୍ରାଇବିଙ୍ଗ ଲାଇସେନ୍ସ ଓ ଭୋଟ ପରିଚୟ ପତ୍ର ଯୁବକଙ୍କ ଦ୍ଵାରା ଦାଖଲ ହୋଇଥିଲା ଓ ଆମ୍ଭେ ଟିକେ ଫ୍ରେସ ହୋଇ ଯୁବତୀଙ୍କ କାଗଜ ପତ୍ର ଦାଖଲ କରିବୁ କହି ଯୁବକ ଯୁବତୀ ଉଭୟ 107 ନମ୍ବର ରୁମକୁ ଯାଇଥିଲେ କିଛି ସମୟ ପରେ ଯୁବତୀଙ୍କର କାଗଜ ପତ୍ର ଦାଖଲ ହେବାରେ ଡେରି ହେବା ଦେଖି ଗେଷ୍ଟ ହାଉସ ମଳିକଂକ ପୁଅ ଯାଇ 107 ନମ୍ବର ରୁମର କବାଟ ବାଡେଇବାରେ ଭିତରୁ କୌଣସି ପ୍ରତିକ୍ରିୟା ପାଇନଥିଲେ ତେଣୁ ସେ ତାଙ୍କ କର୍ମଚାରୀଙ୍କ ଦ୍ଵାରା ରୁମର କବାଟ ଭାଙ୍ଗି ଦେଖିଲା ବେଳକୁ ରୁମ ଭିତର ବେଡରେ ଉଭୟ ଯୁବକ ଯୁବତୀ ରକ୍ତାକ୍ତ ଅବସ୍ଥାରେ ମରି ପଡିଛନ୍ତି ।
ସଙ୍ଗେ ସଙ୍ଗେ ଏହି ଖବର ସାରା ସହରରେ ପ୍ରକଟ ହୋଇଯାଇଥିବା ବେଳେ ଘଟଣା ସ୍ତଳରେ ଟାଉନ ଥାନା ଅଧିକାରିଣୀ ପହଞ୍ଚି ଉଭୟଙ୍କ ଶରୀରକୁ ପୋଲିସ ଭ୍ୟାନ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିବା ପରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ପରେପରେ ଅନୁସନ୍ଧାନରୁ ଜଣାପଡିଥିଲା ଯେ ଯୁବକ ଜଣକ ମୁସଲମାନ ସଂପ୍ରଦାୟର ହୋଇଥିବା ବେଳେ ଯୁବତି ଜଣକ ହିନ୍ଦୁ ବୋଲି । ଯୁବକ ଜଣକ ପୁରୁଣା ବଜାର ଥାନା ଅନ୍ତର୍ଗତ ମୁଲ୍ଲା ସାହିର ମୁଲ୍ଲା ଅବଦୁଲ ରଜାକ ଓ ଯୁବତୀ ଜଣକ ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ନରିପୂର ଗ୍ରାମର ନାବାଳିକା ମନୀଷା ଦାସ ବୋଲି । ଘଟଣାର ତଦନ୍ତ ପୋଲିସ ଜାରି ରଖିଥିବାବେଳେ ପୋଲିସ ପକ୍ଷରୁ ଗେଷ୍ଟ ହାଉସ ମାଲିକ ,ମଳିକିଆଣୀ କୁ ଗିରଫ କରାଯାଇ ଥିବା ବେଳେ ଏତେ ଦିନ ବିତିଯାଇଥିଲେ ମଧ୍ୟ ପ୍ରକୃତରେ ଘଟଣାର ସତ୍ୟାସତ୍ୟସେଦିନ ଥିଲା may ୬ ତାରିଖ ଖବର ପାଇ ଆମେ ପହଞ୍ଚିଥିଲୁ ଭଦ୍ରକ କୁଆଁସରୋଡରେ ଥିବା ସାଳନ୍ଦୀ ଗେଷ୍ଟ ହାଉସରେ ,ପହଞ୍ଚିବା ପରେ ଗେଷ୍ଟ ହାଉସ ମାଲିକଙ୍କ ପୁଅ ରିଶେପସନରେ ବସିଥିବାର ଦେଖି ପ୍ରଥମେ ତାଙ୍କୁ ଘଟଣା ସମନ୍ଧରେ ପଚାରିବାରୁ ସେ ଆମକୁ କହିଲେ ଯେ ସକାଳୁ ସକାଳୁ ଦୁଇଜଣ ଯୁବକ ଯୁବତୀ ଗେଷ୍ଟ ହାଉସରେ ପହଞ୍ଚି ରୁମ ମାଗିଥିଲେ ଗେଷ୍ଟ ହାଉସର ଦିତୀୟ ମହଲାର 107 ନମ୍ବର ରୁମ ଖାଲି ଥିବାରୁ ସେ ସେହି ରୁମକୁ ସେମାନଙ୍କୁ ଦେବାକୁ କହିଥିଲେ । ହେଲେ ନିୟମ ଅନୁଯାୟୀ ଗ୍ରାହକଙ୍କର ପରିଚୟ ପତ୍ର ହିସାବରେ କେବଳ ଯୁବକଙ୍କର ଆଧାର ,ଡ୍ରାଇବିଙ୍ଗ ଲାଇସେନ୍ସ ଓ ଭୋଟ ପରିଚୟ ପତ୍ର ଯୁବକଙ୍କ ଦ୍ଵାରା ଦାଖଲ ହୋଇଥିଲା ଓ ଆମ୍ଭେ ଟିକେ ଫ୍ରେସ ହୋଇ ଯୁବତୀଙ୍କ କାଗଜ ପତ୍ର ଦାଖଲ କରିବୁ କହି ଯୁବକ ଯୁବତୀ ଉଭୟ 107 ନମ୍ବର ରୁମକୁ ଯାଇଥିଲେ କିଛି ସମୟ ପରେ ଯୁବତୀଙ୍କର କାଗଜ ପତ୍ର ଦାଖଲ ହେବାରେ ଡେରି ହେବା ଦେଖି ଗେଷ୍ଟ ହାଉସ ମଳିକଂକ ପୁଅ ଯାଇ 107 ନମ୍ବର ରୁମର କବାଟ ବାଡେଇବାରେ ଭିତରୁ କୌଣସି ପ୍ରତିକ୍ରିୟା ପାଇନଥିଲେ ତେଣୁ ସେ ତାଙ୍କ କର୍ମଚାରୀଙ୍କ ଦ୍ଵାରା ରୁମର କବାଟ ଭାଙ୍ଗି ଦେଖିଲା ବେଳକୁ ରୁମ ଭିତର ବେଡରେ ଉଭୟ ଯୁବକ ଯୁବତୀ ରକ୍ତାକ୍ତ ଅବସ୍ଥାରେ ମରି ପଡିଛନ୍ତି ।
ସଙ୍ଗେ ସଙ୍ଗେ ଏହି ଖବର ସାରା ସହରରେ ପ୍ରକଟ ହୋଇଯାଇଥିବା ବେଳେ ଘଟଣା ସ୍ତଳରେ ଟାଉନ ଥାନା ଅଧିକାରିଣୀ ପହଞ୍ଚି ଉଭୟଙ୍କ ଶରୀରକୁ ପୋଲିସ ଭ୍ୟାନ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିବା ପରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ପରେପରେ ଅନୁସନ୍ଧାନରୁ ଜଣାପଡିଥିଲା ଯେ ଯୁବକ ଜଣକ ମୁସଲମାନ ସଂପ୍ରଦାୟର ହୋଇଥିବା ବେଳେ ଯୁବତି ଜଣକ ହିନ୍ଦୁ ବୋଲି । ଯୁବକ ଜଣକ ପୁରୁଣା ବଜାର ଥାନା ଅନ୍ତର୍ଗତ ମୁଲ୍ଲା ସାହିର ମୁଲ୍ଲା ଅବଦୁଲ ରଜାକ ଓ ଯୁବତୀ ଜଣକ ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ନରିପୂର ଗ୍ରାମର ନାବାଳିକା ମନୀଷା ଦାସ ବୋଲି । ଘଟଣାର ତଦନ୍ତ ପୋଲିସ ଜାରି ରଖିଥିବାବେଳେ ପୋଲିସ ପକ୍ଷରୁ ଗେଷ୍ଟ ହାଉସ ମାଲିକ ,ମଳିକିଆଣୀ କୁ ଗିରଫ କରାଯାଇ ଥିବା ବେଳେ ଏତେ ଦିନ ବିତିଯାଇଥିଲେ ମଧ୍ୟ ପ୍ରକୃତରେ ଘଟଣାର ସତ୍ୟାସତ୍ୟ ଉନ୍ମୋଚନ କରିବାରେ ଜିଲ୍ଲା ପୋଲିସର ଅପାରଗତା ଦର୍ଶାଇ ଉଭୟ ପରିବାର ତରଫରୁ ଏହାର ଉଚସ୍ତରୀୟ ତଦନ୍ତ ଦାବି ହେଉଥିବାବେଳେ  “ ଇଣ୍ଟର ନ୍ୟାସନାଲ ହ୍ୟୁମାନ ରାଇଟ୍ସ କାଉନସିଲ “ ର ସଭାପତି ସସ୍ମିତା ଦାସ ଜିଲ୍ଲାପାଳଙ୍କୁ ଭେଟି ଘଟଣାର ସ୍ବଚ୍ଛ ଓ ନିରପେକ୍ଷ ତଦନ୍ତ ଦାବି କରିବା ସହ ଆଇନ ବିରୋଧୀ କାର୍ଯ୍ୟ କରିଥିବା ଶାଳନ୍ଦି ଗେଷ୍ଟ ହାଉସକୁ ସିଲ କରିବାକୁ ଦାବି କରିଥିଲେ ।
ଏଠି ପ୍ରଶ୍ନ ଉଠେ ଯେ ….
1_ଗେଷ୍ଟ ହାଉସ କତୃପକ୍ଷ ବିନା କ୍ଳୋଜ ସର୍କିଟ କ୍ୟାମେରାରେ କିପରି ଚଳାଊଥିଲେ ହୋଟେଲ ?
2_କିପରି ବିନା ପରିଚୟ ପତ୍ରରେ ଜଣେ ନାବାଳିକାକୁ ଜଣେ ଯୁବକ ସହ ରହିବାକୁ ଦେଇଥିଲେ ନିଜ ଗେଷ୍ଟ ହାଉସରେ ?
3 _ଗେଷ୍ଟ ହାଉସ ରେକର୍ଡ ଅନୁଯାଇ କିପରି ଏକ ସମୟରେ ଦୁଇ ଜଣଙ୍କ ନାମରେ ବୁକିଙ୍ଗ ହୋଇଥିଲା ଗୋଟିଏ ରୁମ 107 ?
4_ପୋଲିସକୁ ନଜଣାଇ ନିଜେ 107 ନମ୍ବର ରୁମ କବାଟ କାହିଁକି ନିଜେ ଭାଙ୍ଗିଲେ ?
5 _ସାଧାରଣ ଚୋରୀ ଡକାୟତି ଘଟଣାରେ ପୋଲିସ ସନ୍ଧାନୀ କୁକୁରର ସହାୟତା ନେଉଥିବା ବେଳେ ଏହି ଡବଲ ମଡର କେଶରେ କିପରି ସନ୍ଧାନୀ କୁକୁରର ସହାୟତା ନେଲାନି ?
6 _ପୁଅ ଝିଅ ଅଲଗା ଅଲଗା ସଂପ୍ରଦାୟର ହୋଇଥିବାରୁ ଜିଲ୍ଲା ପୋଲିସ ସମ୍ପ୍ରଦାୟିକ ଗଣ୍ଡଗୋଳ ସୃଷ୍ଟି ହେବ ଆଶଙ୍କାରେ ନିଜକୁ ବଞ୍ଚାଇ ପୁଅ ଶରୀରରେ 8 ଟି ଓ ଝିଅ ବେକ ଓ ଶରୀରରେ ୨୪ଟି ଗଭୀର କ୍ଷତ ଥିବା ବେଳେ ଉଭୟ ପୁଅ ଝିଅଙ୍କୁ _ ପ୍ରେମୀ ଯୁଗଳ ଦର୍ଶାଇ ତଦନ୍ତକୁ ଶିଥିଳ କରି ଚାଲିଛି କି ? ଉନ୍ମୋଚନ କରିବାରେ ଜିଲ୍ଲା ପୋଲିସର ଅପାରଗତା ଦର୍ଶାଇ ଉଭୟ ପରିବାର ତରଫରୁ ଏହାର ଉଚସ୍ତରୀୟ ତଦନ୍ତ ଦାବି ହେଉଥିବାବେଳେ ଆଜି “ ଇଣ୍ଟର ନ୍ୟାସନାଲ ହ୍ୟୁମାନ ରାଇଟ୍ସ କାଉନସିଲ “ ର ସଭାପତି ସସ୍ମିତା ଦାସ ଜିଲ୍ଲାପାଳଙ୍କୁ ଭେଟି ଘଟଣାର ସ୍ବଚ୍ଛ ଓ ନିରପେକ୍ଷ ତଦନ୍ତ ଦାବି କରିବା ସହ ଆଇନ ବିରୋଧୀ କାର୍ଯ୍ୟ କରିଥିବା ଶାଳନ୍ଦି ଗେଷ୍ଟ ହାଉସକୁ ସିଲ କରିବାକୁ ଦାବି କରିଥିଲେ ।
ଏଠି ପ୍ରଶ୍ନ ଉଠେ ଯେ ….
1_ଗେଷ୍ଟ ହାଉସ କତୃପକ୍ଷ ବିନା କ୍ଳୋଜ ସର୍କିଟ କ୍ୟାମେରାରେ କିପରି ଚଳାଊଥିଲେ ହୋଟେଲ ?
2_କିପରି ବିନା ପରିଚୟ ପତ୍ରରେ ଜଣେ ନାବାଳିକାକୁ ଜଣେ ଯୁବକ ସହ ରହିବାକୁ ଦେଇଥିଲେ ନିଜ ଗେଷ୍ଟ ହାଉସରେ ?
3 _ଗେଷ୍ଟ ହାଉସ ରେକର୍ଡ ଅନୁଯାଇ କିପରି ଏକ ସମୟରେ ଦୁଇ ଜଣଙ୍କ ନାମରେ ବୁକିଙ୍ଗ ହୋଇଥିଲା ଗୋଟିଏ ରୁମ 107 ?
4_ପୋଲିସକୁ ନଜଣାଇ ନିଜେ 107 ନମ୍ବର ରୁମ କବାଟ କାହିଁକି ନିଜେ ଭାଙ୍ଗିଲେ ?
5 _ସାଧାରଣ ଚୋରୀ ଡକାୟତି ଘଟଣାରେ ପୋଲିସ ସନ୍ଧାନୀ କୁକୁରର ସହାୟତା ନେଉଥିବା ବେଳେ ଏହି ଡବଲ ମଡର କେଶରେ କିପରି ସନ୍ଧାନୀ କୁକୁରର ସହାୟତା ନେଲାନି ?
6 _ପୁଅ ଝିଅ ଅଲଗା ଅଲଗା ସଂପ୍ରଦାୟର ହୋଇଥିବାରୁ ଜିଲ୍ଲା ପୋଲିସ ସମ୍ପ୍ରଦାୟିକ ଗଣ୍ଡଗୋଳ ସୃଷ୍ଟି ହେବ ଆଶଙ୍କାରେ ନିଜକୁ ବଞ୍ଚାଇ ପୁଅ ଶରୀରରେ 8 ଟି ଓ ଝିଅ ବେକ ଓ ଶରୀରରେ ୨୪ଟି ଗଭୀର କ୍ଷତ ଥିବା ବେଳେ ଉଭୟ ପୁଅ ଝିଅଙ୍କୁ _ ପ୍ରେମୀ ଯୁଗଳ ଦର୍ଶାଇ ତଦନ୍ତକୁ ଶିଥିଳ କରି ଚାଲିଛି କି ?

Square Ad 1
Leave A Reply

Your email address will not be published.