ଚାକିରୀ କେନ୍ଦ୍ରାପଡାରେ ଆଉ1ରହଣି କଟକ ଆଉ ଭୂବନେଶ୍ୱରରେ । କେନ୍ଦ୍ରାପଡା ଜିଲ୍ଲାର ସରକାରୀ ବାବୁଙ୍କ ବାବୁଆଣିଙ୍କୁ ଜିଲ୍ଲାପାଳଙ୍କ ସତର୍କ ବାଣି । ଏଣିକି ଆଉ ଚଳିବନି ଏମିତି ଜିଲ୍ଲା ବାହାରେ ରହଣି । ଜିଲ୍ଲା ହେଡକ୍ଵାଟର ଛାଡି ବାହାରକୁ ଗଲେ ଜିଲ୍ଲାପାଳଙ୍କ ଅନୁମତି ନେବାକୁ ପଡିବ । ଛୁଟିଦିନରେ ବି ଜିଲ୍ଲା ବାହାରକୁ ଯିବା ମନା । କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କଡା ନିର୍ଦ୍ଦେଶ।