Webportal

ସାପ କାମୁଡ଼ାରେ ଶିଶୁ କନ୍ୟା ମୃତ

sanitry
0 227

ଅନୁଗୁଳ ଜିଲ୍ଲା କୋଶଳା ଗାଁରେ ଆଜି ସାପ କାମୁଡ଼ାରେ ଜଣେ ଶିଶୁକନ୍ୟାର ମୃତ୍ୟୁ ହୋଇଛି । ଶିବୁ ବେହେରା ଓ ତାଙ୍କ ପରିବାର ରାତିରେ ଘରେ ଶୋଇଥିବା ବେଳେ ଏକ ଚିତି ସାପ ଶୋଇବା ଘରେ ପଶି ତାଙ୍କ ଦେଢ଼ ବର୍ଷର ଝିଅ ରାନୀ ବେହେରାଙ୍କୁ କାମୁଡି ଦେଇଥିଲା ଓ ରାନୀଙ୍କୁ କୋଶଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Square Ad 1
Leave A Reply

Your email address will not be published.