Webportal

ସୁପାରିଶ ତୁଳନାରେ ଓଡିଶାକୁ ମିଳୁଛି କମ ଅନୁଦାନ

sanitry
0 89

ଚତୁର୍ଦ୍ଦଶ ଅର୍ଥ କମିଶନ କରିଥିବା ସୁପାରିଶ ଠାରୁ ଓଡ଼ିଶା ସମେତ ସମସ୍ତ ରାଜ୍ୟ କମ ଅନୁଦାନ ଅର୍ଥ ପାଉଛନ୍ତି ଯାହାର କାରଣ ହେଲା ବର୍ତ୍ତମାନ ପର୍ଯ୍ୟନ୍ତ ଜିଏସଟି ସ୍ଥିର ନ ହେବା।ଜି ଏସ ଟି ସ୍ଥିର ହେଲା ପରେ ହିଁ ସୁପାରିଶ ଠିକ ଭାବେ କାର୍ଯ୍ୟକାରୀ ହେଇପାରିବ ବୋଲି ବିଧାନସଭା ରେ ଏକ ପ୍ରଶ୍ନର ଉତ୍ତରରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି।

Square Ad 1
Leave A Reply

Your email address will not be published.