ଆଜିଠାରୁ ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳ ଗୋପାଳ ପ୍ରସାଦ ରେ ମା ହିଙ୍ଗୁଳାଙ୍କର ବାର୍ଷିକ ଯାତ୍ରା ଓ ସତର ତମ ଲୋକ ମହୋତ୍ସବ ଆରମ୍ଭ ହେଲା ଯାହା ଚଳିତ ମାସ ଛବିଶ୍ ପର୍ଯ୍ୟନ୍ତ ଚାଲିବ।ଏହି ବର୍ଷ ମା ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗରେ ପ୍ରାୟ ତିନି ଶହ ମିଟର ଦୁରତାରେ ଅଗ୍ନି ରୂପେ ଉଭା ହେଇଛନ୍ତି।
Recover your password.
A password will be e-mailed to you.