Webportal
Adarasha College

ଅଜଣା ଗାଡି ଧକ୍କାରେ ଯୁବକ ମୃତ

ପ୍ରତିବାଦରେ ଟାୟାର ଜାଳି ରାସ୍ତା ଅବରୋଧ

sanitry
0 48

ଅଜଣା ଗାଡି ଧକ୍କାରେ ଯୁବକ ମୃତ, ପ୍ରତିବାଦରେ ଟାୟାର ଜାଳି ରାସ୍ତା ଅବରୋଧ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ରାସ୍ତାରେ କୁଦୁଅପାଳ ପାଳ ନିକଟରେ ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ , ମୃତକ ହେଲେ ସେହି ଗାଁର କିଶୋରୀ ନାଏକ । କ୍ଷତିପୂରଣ ଦାବିରେ ପରିବାର ଲୋକେ ଓ ଗ୍ରାମବାସୀଙ୍କ ପକ୍ଷରୁ ଟାୟାର ଜାଳି ରାସ୍ତାଅବରୋଧ । ସୂଚନା ଯେ , କିଶୋରୀ ରାତି ସମୟରେ ଘରକୁ ଫେରୁଥିବା ବେଳେ ଏକ ଅଜଣା ଗାଡି ଧକ୍କା ଦେଇ ୧୦୦ ମିଟର ଘୋସାଡି ନେଇଥିବା ବେଳେ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ହୋଇଯାଇଛି । ଫଳରେ ପରିବାର ଲୋକେ ଛେଣ୍ଡିପଦା – ଅନୁଗୁଳ ରାସ୍ତାକୁ ଟାୟାର ଜାଳି ଅବରୋଧ କରିବା ସହ କ୍ଷତିପୂରଣ ଓ ରାସ୍ତା ମରାମତି ଦାବି କରିଛନ୍ତି । ଅନ୍ୟ ପକ୍ଷରେ ନିଶା ଇଣ୍ତଷ୍ଟିଆଲ୍ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଜାରି ରଖିଥିବା ବେଳେ ଉତ୍ତେଜନା ସ୍ଥିତି ଲାଗିରହିଛି ।

Onida Ad
Square Ad 1
Leave A Reply

Your email address will not be published.