ଆଜି ଅନୁଗୁଳ ସହର ଓ ନିକଟବର୍ତ୍ତୀ ଅଞ୍ଚଳର ଲୋକଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟାର ସମାଧାନ ମେଡ଼ିକାଲ ନ ଆସି ଫୋନ ଜରିଆରେ ସମାଧାନ କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ବିଭାଗର ଡାକ୍ତର ମାନଙ୍କର ଫୋନ ନମ୍ବର ଜାରି କରାଯାଇଛି।ଏହା ସହ ଅତି ଜରୁରୀ ନ ଥିଲେ ମେଡ଼ିକାଲ ଆସିବାକୁ ଜନସାଧାରଣଙ୍କୁ ବାରଣ କରାଯାଇଛି।