Webportal

ଅନୁଗୁଳ ଜିଲ୍ଲାରେ ଗୁରୁବାର ଲକଡାଉନ ଅବମାନନା ଜନିତ ରୁଜୁ ମାମଲା ଗୁଡ଼ିକର ବିବରଣୀ

sanitry
0 233

ଅନୁଗୁଳ ଜିଲ୍ଲାରେ ଗୁରୁବାର ଲକ ଡାଉନ ନ ମାନିବା ପାଇଁ ୧୭ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହ ଗୋଟିଏ କାର, ପାଞ୍ଚଟି ମୋଟର ସାଇକେଲ ଓ ୨୬ ଲିଟର ଦେଶୀ ମଦ ଜବତ କରାଯାଇଛି।ବନରପାଲ ଥାନାରେ ଦୁଇ ଜଣ, ହଣ୍ଡପା ଥାନାରେ ଚାରି ଜଣ,ଜରପଡା ଥାନାରେ ଜଣେ, ଛେଣ୍ଡିପଦା ଥାନାରେ ତିନି ଜଣ,ଇଣ୍ଡଷ୍ଟ୍ରିଆଲ ଥାନାରେ ଜଣେ,ତାଳଚେର ଥାନାରେ ତିନି ଜଣ,ବିକ୍ରମପୁର ଥାନାରେ ଜଣେ, ଆଠମଲ୍ଲିକ ଥାନାରେ ଜଣେ ଓ ଠାକୁରଗଡ଼ ଥାନାରେ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।

Square Ad 1
Leave A Reply

Your email address will not be published.