Webportal

ଅନୁଗୁଳ ଜିଲ୍ଲାରେ ବୁଧବାର ଲକଡାଉନ ଓ କ୍ୱାରେଣ୍ଟଟାଇନ ଅବମାନନା ଜନିତ ରୁଜୁ ମାମଲା ଗୁଡ଼ିକର ବିବରଣୀ

sanitry
0 286

ଅନୁଗୁଳ ଜିଲ୍ଲାରେ ବୁଧବାର ଲକ ଡାଉନ ନ ମାନିବା ପାଇଁ ୩୫ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହ ୨୦ ଟି ମଟର ସାଇକେଲ ଜବତ କରାଯାଇଛି।ନାଲକୋ ଥାନାରେ ୨୬ ଜଣ,ଜରପଡା ଥାନାରେ ଜଣେ, କଲିଆରୀ ଥାନାରେ ଦୁଇ ଜଣ ଓ ଅନୁଗୁଳ ଥାନାରେ ୬ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।

ସେହିପରି କ୍ୱାରେଣ୍ଟଟାଇନ ଅବମାନନା ପାଇଁ ନାଲକୋ ଥାନାରେ ୧୪ ଜଣ ଓ ତାଳଚେର ଥାନାରେ ୧୮ ବିରୋଧରେ ମାମଲା ରୁଜୁ କରାଯାଇ ସରକାରୀ କ୍ୱାରେଣ୍ଟଟାଇନ କୁ ସିଫ୍ଟ କରିଦିଆଯାଇଛି। ସେମାନଙ୍କ ଠାରୁ ଦୁଇଟି କାର ମଧ୍ୟ ଜବତ କରାଯାଇଛି।

Square Ad 1
Leave A Reply

Your email address will not be published.