Webportal

ଅନୁଗୁଳ ଜିଲ୍ଲାରେ ସୋମବାର ଲକଡାଉନ ଅବମାନନା ଜନିତ ରୁଜୁ ମାମଲା ଗୁଡ଼ିକର ବିବରଣୀ

sanitry
0 189

ଜିଲ୍ଲା ପୋଲିସ ପକ୍ଷରୁ ମିଳିଥବା ସୂଚନା ଅନୁଯାୟୀ ଅନୁଗୁଳ ଜିଲ୍ଲାରେ ସୋମବାର ଲକ ଡାଉନ ନ ମାନିବା ପାଇଁ ୬୫ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହ ୧୪ ଟି ମୋଟର ସାଇକେଲ ଓ ୨୭୦୦ ଲିଟର ଆଇ ଏମ ଏଫ ଏଲ ଜବତ କରାଯାଇଛି।ନାଲକୋ ଥାନାରେ ଦୁଇ ଜଣ, ଜରପଡା ଥାନାରେ ଦୁଇ ଜଣ,ଛେଣ୍ଡିପଦା ଥାନାରେ ଦୁଇ ଜଣ, ଆଠମଲ୍ଲିକ ଥାନାରେ ୨୭ ଜଣ, ବନରପାଳ ଥାନାରେ ୧୬ ଜଣ, କଣିହାଁ ଥାନାରେ ୭ ଜଣ, ବିକ୍ରମପୁର ଥାନାରେ ଦୁଇ ଜଣ ଓ ଅନୁଗୁଳ ଥାନାରେ ସାତ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।

Square Ad 1
Leave A Reply

Your email address will not be published.