Webportal
Adarasha College

ଅନୁଗୁଳ ନଗର କଂଗ୍ରେସ କୁ ମିଳିଲା ନୂତନ ସଭାପତି:ରହିଛି ନଗରରେ ଦଳକୁ ପୁନର୍ବାର ଶୀର୍ଷରେ ପହଞ୍ଚାଇବାର ଗୁରୁଦାୟିତ୍ୱ

sanitry
0 163

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଅନୁମୋଦନ କ୍ରମେ ଅନୁଗୋଳ ନଗର କଂଗ୍ରେସ (ଟାଉନ) ର ସଭାପତି ଭାବେ ଶ୍ରୀଯୁକ୍ତ ସୁଦିପ ମିଶ୍ର (ଲାଟା) ଓ କାର୍ଯ୍ୟକାରୀ ସଭାପତି ଭାବେ ଶ୍ରୀଯୁକ୍ତ ବିଶେଶ୍ୱର ପ୍ରଧାନ (ବିଟ୍ଟୁ) ଙ୍କୁ ନିଯୁକ୍ତି କରାଯାଇଅଛି। ଦଳର ଏହି ନୂତନ ନିଯୁକ୍ତ ପଦାଧିକାରୀ ମାନଙ୍କ ଠାରୁ ଅନୁଗୁଳରେ କଂଗ୍ରେସ ର ସ୍ଥିତି ମଝଭୂତ କରିବା ସହ ଆଗାମୀ ପୌରପାଳିକା ନିର୍ବାଚନରେ ପୂର୍ବପରି ସଂଖ୍ୟାଗରିଷ୍ଠତା ହାସଲ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଦଳୀୟ କର୍ମୀ ଆଶା ଓ ଭରସା କରୁଥିବା ଜଣାପଡିଛି।

Onida Ad
Square Ad 1
Leave A Reply

Your email address will not be published.