ରାଜଧାନୀ ର ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚଶିକ୍ଷା ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ର ଏକ ଉଚ୍ଚସ୍ତରୀୟ ମିଳିତ ବୈଠକରେ ଯୁକ୍ତ ୩ ମହାବିଦ୍ୟାଳୟ ରୁ ଯୁକ୍ତ ୨କୁ ପୃଥକ କରାଯିବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ନିଆଯିବା ବିଷୟରେ କରାଯାଇଛି ଓ ପର୍ଯ୍ୟାୟକ୍ରମେ ପୃଥିକରଣ କାର୍ଯ୍ୟ ସମ୍ପାଦନ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି।ଏହା ପାଠପଢା ରେ ସୁବିଧା ନିମନ୍ତେ କରାଯିବ।ଏଥି ସହିତ ବୈଠକରେ ମହାବିଦ୍ୟାଳୟ ର ଜମିଜମା ସମସ୍ୟା, ଭିତ୍ତିଭୂମିର ସଠିକ ପରିଚାଳନା ଓ କର୍ମଚାରୀ ବଣ୍ଟନ ଆଦି ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା।

Prev Post