ଆଜିଠୁ ଜିଲ୍ଲା ବାହାରୁ ଆସୁଥିବା ସମସ୍ତଙ୍କୁ ରହିବାକୁ ହେବ ସରକାରୀ କ୍ୱାରେଣ୍ଟଟାଇନ ରେ Breaking By MEDIA INDIA News On Mar 30, 2020 0 254 Share ଆଜିଠାରୁ ଅନୁଗୁଳ ଜିଲ୍ଲା ବାହାରରୁ ଆସୁଥିବା ସମସ୍ତ ଲୋକେ ବାଧ୍ୟତାମୂଳକ ଭାବେ ସରକାରୀ କ୍ୱାରେଣ୍ଟଟାଇନ ରେ ରହିବେ।ଜିଲ୍ଲାପାଳଙ୍କ ଦ୍ୱାରା ଏଥିପାଇଁ ସମସ୍ତ ବି ଡି ଓ ଏବଂ ଏକ୍ସଜିକ୍ୟୁଟିଭ ଅଫିସର ମାନଙ୍କୁ ନିର୍ଦେଶନାମା ଜାରି କରାଯାଇଛି। 0 254 Share FacebookTwitterGoogle+ReddItWhatsAppPinterestEmail