ଆଜି ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଅଞ୍ଚଳର ଜଣେ ୨୬ ବର୍ଷୀୟା ମହିଳା କରୋନା ପଜିଟିଭ ଚିହ୍ନଟ ହେଇଛନ୍ତି। ସେ ମହାରାଷ୍ଟ୍ର ରୁ ଫେରି ହୋମ କ୍ୱାରେଣ୍ଟଟାଇନ ରେ ଥିଲେ।ତାଙ୍କୁ ତାଳଚେର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏ ସମସ୍ତ ସୂଚନା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶରତ ଚନ୍ଦ୍ର ସେଠି ପ୍ରଦାନ କରିଛନ୍ତି।