Webportal

ଆଜି ଗିଲୋଟିନ

sanitry
0 107

ଆଜି ବିଧାନସଭା ରେ ଶକ୍ତି ବିଭାଗ ର ଖର୍ଚ୍ଚ ଦାବି ଆଲୋଚନା ହୋଇ ଗୃହୀତ ହେବ ଓ ପରେ ଆଲୋଚନା ହୋଇ ପାରି ନ ଥିବା ବିଧାନସଭା ସମେତ ଅନ୍ୟାନ୍ୟ ବିଭାଗ ର ଖର୍ଚ୍ଚ ଦାବି ଗୁଡିକ ଗିଲୋଟିନ ଦ୍ୱାରା ଗୃହୀତ ହେବ।ବିରୋଧୀ ଦଳର ହଟଗୋଳ ପାଇଁ ଗତ ତେଇଶ ତାରିଖରେ ଉପସ୍ଥାପିତ ହୋଇ ପାରି ନ ଥିବା ବିଦ୍ୟାଳୟ ଓ ଗଣଶିକ୍ଷା (୧୬,୪୬୬,୮୨,୧୯୦୦୦ ଟଙ୍କା) ଏବଂ ଉଚ୍ଚଶିକ୍ଷା ବିଭାଗ (୨,୩୭୭,୮୩,୯୬୦୦୦ ଟଙ୍କା) ର ଖର୍ଚ୍ଚ ଦାବି ମଧ୍ୟ ଗିଲୋଟିନ ଦ୍ୱାରା ପାରିତ ହେବ।

Square Ad 1
Leave A Reply

Your email address will not be published.