Webportal

ଆରମ୍ଭ ହେଲା ଅନୁଗୁଳ ସହରକୁ ବିଶୋଧନ କରିବା ପ୍ରକ୍ରିୟା

sanitry
0 281

ଅନୁଗୁଳ ସହରବାସୀଙ୍କୁ କରୋନା ସଂକ୍ରମଣରୁ ସୁରକ୍ଷାଦେବା ପାଇଁ ସହରର ୩ଟି ସ୍ଥାନକୁ ବିଶୋଧନ କରାଯାଇଛି । ପୌରପାଳିକା ଓ ଅଗ୍ନିଶମ ବିଭାଗ ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଳୟ, ଅନୁଗୋଳ ପୌରପାଳିକା ଓ ଜିଲା କାର୍ଯ୍ୟାଳୟରେ ସାନିଟାଇଜର ସିଞ୍ଚନ କରାଯାଇଛି । ପୌରପାଳିକା ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଉପରୋକ୍ତ ସ୍ଥାନ ବିଶୋଧନ ହୋଇଛି ।

Square Ad 1
Leave A Reply

Your email address will not be published.