Webportal

ଆରମ୍ଭ ହେଲା ତିନିଦିନିଆ ଅଷ୍ଟମ ଅନୁଗୁଳ ଜିଲ୍ଲା ମହୋତ୍ସବ

sanitry
0 274

ଅଷ୍ଟମ ଅନୁଗୁଳ ଜିଲ୍ଲା ମହୋତ୍ସବ ପାଇଁ ମଙ୍ଗଳବାର ଅପରାହ୍ନ ରେ ଶୈଳ ଶ୍ରୀକ୍ଷେତ୍ରରେ ପୁଜା ଅର୍ଚ୍ଚନା କରି ମଶାଲ ଶୋଭାଯାତ୍ରା ବାହାରିଥିଲା ଯାହା ଅନୁଗୁଳ ସହର ପରିକ୍ରମା କରି ଷ୍ଟାଡିୟମ ରେ ପହଁଞ୍ଚିଥିଲା । ସନ୍ଧ୍ୟା ସାତ ଘଣ୍ଟିକା ସମୟରେ ପାରମ୍ପରିକ ଭାବେ ଅଷ୍ଟମ ଜିଲ୍ଲା ମହୋତ୍ସବ କୁ ରାଜ୍ୟ ବିଧାନସଭା ଉପ ବାଚଷ୍ପତି ତଥା ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ ଉଦ୍ଘାଟନ କରିଥିଲେ।ଉଦ୍ଘାଟନୀ ଉତ୍ସବ ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

Square Ad 1
Leave A Reply

Your email address will not be published.