Webportal

ଏବେ ଖୋଲି ନ ପାରେ ପ୍ରଥମ ରୁ ଅଷ୍ଟମ ପର୍ଯ୍ୟନ୍ତ ସ୍କୁଲ: ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେଲେ ସୂଚନା

sanitry
0 147

ରାଜ୍ୟରେ ଏବେ ଖୋଲିବନି ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ଏ ଦିଗରେ ବିଚାର ବିମର୍ଶ ପରେ ନିଷ୍ପତ୍ତି ହେବ। ନବମରୁ ଦ୍ୱାଦଶ କ୍ଲାସ ଚାଲିଛି। ମାତ୍ର ପ୍ରଥମରୁ ଅଷ୍ଟମ କ୍ଲାସ ନେଇ ନିଷ୍ପତ୍ତି ହୋଇନି। ଅନ୍ୟ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏନେଇ ପୁନର୍ବିଚାର କରାଯାଉଛି। ସୂଚନାଯୋଗ୍ୟ ଯେ ମହାରାଷ୍ଟ୍ର ଓ ଗୁଜରାଟରେ ପୁଣି ଥରେ ଲକଡାଉନ ଆରମ୍ଭ ହୋଇଛି।

Square Ad 1
Leave A Reply

Your email address will not be published.