Webportal

କଂଟିଜେନସି ଫଣ୍ଡକୁ ବିଜେଡି ଅପବ୍ୟବହାର କରିଥିବା ଅଭିଯୋଗ

ରାଜ୍ୟପାଳଙ୍କୁ ଅଭିଯୋଗ କଲା ବିଜେପି ବିଧାୟକ ଦଳ

sanitry
0 132

ଶାସକ ବିଜେଡି ପକ୍ଷରୁ ଗତ ନିର୍ବାଚନରେ ଭୋଟ ହାତେଇବା ପାଇଁ ସମ୍ବିଧାନର ଉଲଂଘନ କରି ଉଦେଶ୍ୟ ମୂଳକ ଭାବେ କଂଟିଜେନସି ଫଣ୍ଡକୁ ୪୦୦ ରୁ ୧୪୦୦ କୋଟିକୁ ବୃଦ୍ଧି କରାଯାଇ କାଳିଆ ଓ ମଧୁବାବୁ ପେନସନ ଯୋଜନା ଆଦି କରାଯାଇ ଅର୍ଥକୁ ଖର୍ଚ୍ଚ କରାଯାଇଥିଲା।ଏ ପ୍ରକାର ଅଭିଯୋଗ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ଙ୍କ ନେତୃତ୍ୱରେ ବିଜେପି ର ସମସ୍ତ ବିଧାୟକ ମାନେ ମହାମହିମ ରାଜ୍ୟପାଳ ଙ୍କୁ ସାକ୍ଷାତ କରି କରିଛନ୍ତି ଓ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଛନ୍ତି।ଏସ ଡି ଆର ଏଫ ନିୟମାବଳୀ ଅନୁସାରେ ରାଜ୍ୟ ସରକାର କେବଳ ବିପର୍ଯ୍ୟୟ ସମୟରେ ଉଦ୍ଧାର ଓ କ୍ଷୟକ୍ଷତି ପୁନର୍ଗଠନ ନିମନ୍ତେ ଏହା ଖର୍ଚ୍ଚ କରିବାର ବ୍ୟବସ୍ଥା ରହିଛି।ମହାମହିମ ରାଜ୍ୟପାଳ ଘଟଣାର ତର୍ଜମା କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି ଉକ୍ତ ପ୍ରତିନିଧି ଦଳକୁ ପ୍ରତିଶ୍ରୁତି ଦେଇଛନ୍ତି ।H

Square Ad 1
Leave A Reply

Your email address will not be published.