ଆଜି ମଧ୍ୟାହ୍ନରେ ରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସାବେରୀ ଛାତ୍ରୀ ନିବାସରେ ଛାତ ପଡି ଅଳ୍ପକେ ବଞ୍ଚିଲେ ବହୁଛାତ୍ରୀ। ବିଶ୍ବବିଦ୍ୟାଳୟ କତୃପକ୍ଷଙ୍କ ଅପାରଗତା ପଦାରେ ପଡିଲା । ଏଥି ପାଇଁ ବିଶ୍ଵବିଦ୍ୟାଳୟ ପ୍ରଶାସନ ଦାୟୀ ନା ସରକାର ଦାୟୀ ?ବୋଲି ଆଲୋଚନା। କାହିଁକି ପୁରଣା କୋଠା ଘର କୁ ମରାମତି କରା ଗଲା ନାହିଁ ବା ନୂତନ କୋଠା କୁ ନିଆଗଲା ନାହିଁ।