ନନ୍ଦନକାନନରେ ୨ ହାତୀ ମୃତ୍ୟୁ ପରେ ଚେତିଲେ କାର୍ତ୍ୟୁପକ୍ଷ। ଅନ୍ୟ ହାତୀ ମାନଙ୍କ ସୁରକ୍ଷା ନେଇ ନନ୍ଦନକାନନ କାର୍ତ୍ୟୁପକ୍ଷ ୧୦ ବର୍ଷରୁ କମ ବୟସ୍କ ଦୁଇ ହାତୀଙ୍କୁ ହଲିଡେ କଟେଜ ପରିସରରେ ରଖିଛନ୍ତି ଓ ଏହି ଦୁଇ ହାତୀଙ୍କର ଯେପରି କୌଣସି କ୍ଷତି ଯେପରି ନ ଘଟେ ସେଥି ଲାଗି ୨୪ ଘଣ୍ଟିଆ ସିକୁରୀଟି ବ୍ୟବସ୍ଥା କରାଯାଇଛି । ବାକି ନନ୍ଦନକାନନରେ ଥିବା ୨୦ ବର୍ଷରୁ ଅଧିକା ବୟସ୍କ ହାତୀ ମାନଙ୍କୁ ଭୁତାଣୁ ସଂକ୍ରମଣ ବ୍ୟାପିବା ଆଶା ବହୁତ କମ ଥିବାରୁ ଏମାନଙ୍କୁ ପୂର୍ବ ପରି ହାତୀ ସାଳରେ ରଖାଯାଇଛି।
