ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଅନୁଗୁଳ ଜିଲ୍ଲାକୁ ମହରାଷ୍ଟ୍ରରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ୧୦ ତାରିଖ ଦିନ ୩୮ ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ ଆସି ପହଞ୍ଚିବେ।ସେଇପରି ଗୁଜୁରାଟରୁ ସମାନ ଦିନ ସନ୍ଧ୍ୟା ୭ ଟାରେ ୭୧ ଜଣ ଆସି ପହଞ୍ଚିବେ। ସମସ୍ତଙ୍କୁ ଅନୁଗୁଳ ବିଡ଼ିଓଙ୍କ ତତ୍ୱାବଧାନରେ ଅନୁଗୁଳ ବ୍ଲକ ଅଞ୍ଚଳରେ ଥିବା ସରକାରୀ କ୍ୱାରେଣ୍ଟଟାଇନ ରେ ରଖାଯିବ।