ସ୍କୁଟି ଉପରେ ଚଢ଼ିଗଲା ଟ୍ରକ। ଦୁଇ ମୃତ। ବାଲିପଟା ଗ୍ରାମର କବିତା ସାହୁ ଓ ତାଙ୍କ ପୁଅ ଶୁଭମ ସାହୁ ଶୁଭମ ଙ୍କ ଜନ୍ମ ଦିନ ପାଇଁ ଅନୁଗୋଳ ବୁଢ଼ୀ ଠାକୁରାଣୀ ମନ୍ଦିରରୁ ଦର୍ଶନ ସାରି ସମ୍ପର୍କୀୟ ସହ ବାଲିପଟା ଫେରୁଥିବା ବେଳେ ଟ୍ରକ ପଛ ପଟୁ ଧକ୍କା ଦେଇଥିଲା ଓ ଘଟଣା ସ୍ଥଳରେ ମାଆ ଓ ପୁଅ ଙ୍କ ମୃତ୍ୟୁ ହୋଇଥିବା ବେଳେ ସମ୍ପର୍କୀୟ ଗୁରୁତର ହୋଇଛନ୍ତି।ମୃତ୍ୟୁ ପରେ ଲୋକେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିବା ସହ କ୍ଷ୍ୟତିପୂରଣ ଦାବି କରିଛନ୍ତି।ଘଟଣା ସ୍ଥଳରେ ଉତେଜ୍ଜନା ଲାଗି ରହିଛି।

Next Post