Webportal

ଦେଶର ୧୪୭ ଜିଲ୍ଲାକୁ ରହିଛି ଭୂକମ୍ପ ବିପଦ

sanitry
0 124

ଇସ୍ରୋ ପକ୍ଷରୁ ଭୂକମ୍ପ ଜୋନରେ ଥିବା ଦେଶର ସମ୍ବେଦନଶୀଳ ୧୪୭ଟି ଜିଲ୍ଲାର ତାଲିକା ପ୍ରସ୍ତୁତ କରାଯାଇଛି ।

ଉତ୍ତରାଖଣ୍ଡର ସମସ୍ତ ୧୩ ଜିଲ୍ଲାକୁ ଭୂକମ୍ପ ଭୟ (earthquake fear) । ପାହାଡ଼ି ଜିଲ୍ଲା ରୁଦ୍ରପ୍ରୟାଗ ଏବଂ ଟହରିକୁ ସବୁଠୁ ଅଧିକ ବିପଦ ।

ଇସ୍ରୋର ଲ୍ୟାଣ୍ଡସ୍ଲାଇଡ୍‌ ଆଟଲାସ ତାଲିକାରେ ଓଡ଼ିଶାର କୌଣସି ଜିଲ୍ଲାର ନାଁ ଉଲ୍ଲେଖ ରହିନାହିଁ । ତଥାପି ଓଡ଼ିଶାର ତାଳଚେର, ଅନୁଗୁଳ, କେନ୍ଦୁଝର, ସୁନ୍ଦରଗଡ଼, କଟକ, ଭୁବନେଶ୍ୱର ଆଦି ଅଞ୍ଚଳ ଭୂକମ୍ପ ଜୋନରେ ରହିଛି । ଏଥିସହ ମହାନଦୀ ଅବବାହିକା ଏବଂ ବୌତରଣୀ ନଦୀକୂଳିଆ ଅଞ୍ଚଳ ପ୍ରତି ଭୂକମ୍ପ ଆଶଙ୍କା ଥିବା ଭୂତତ୍ୱବିତମାନେ କହିଛନ୍ତି ।

Square Ad 1
Leave A Reply

Your email address will not be published.