ଦେଶୀ ପ୍ରଜାତି ଗାଈ ମାନଙ୍କର ହତ୍ୟା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇବା ପାଇଁ ମଥଲା ଚନ୍ଦ୍ରପତି ରାଓଙ୍କ ଦ୍ୱାରା ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଗଭୀର ଉଦବେଗ ପ୍ରକାଶ କରିବା ସହ ଏହାକୁ ରୋକିବାକୁ ନିଆ ଯାଉଥିବା ପଦକ୍ଷେପ ସମ୍ପର୍କରେ ରିପୋର୍ଟ ଦେବାକୁ ନୋଟିସ ଜାରି କରିଛନ୍ତି। ନ୍ୟାୟମୂର୍ତୀ ଅରୁଣ ମିଶ୍ର ଙ୍କ ଅଧ୍ୟକ୍ଷତା ବିଶିଷ୍ଟ ଖଣ୍ଡପୀଠ ସମସ୍ତ ରାଜ୍ୟରେ ବେଆଇନ ଭାବେ ଚାଲୁଥିବା ବୁଚଡ଼ଖାନାକୁ କରିବାକୁ ତଥା ସୁପ୍ରିମକୋର୍ଟ ସମ୍ମୁଖରେ ଏହାର ଅନୁପାଲନ ରିପୋର୍ଟ ପ୍ରଦାନ କରିବାକୁ ସମସ୍ତ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରି କହିଛନ୍ତି।