ପରିଶେଷରେ ନାଲକୋ ପ୍ଲାଣ୍ଟ ଅଘଟଣ ରେ ମୃତ୍ୟୁ ବରଣ କରିଥିବା ମିଥୁନ ନାଥଙ୍କର ଶବକୁ ରଖି ହୋଇଥିବା ଦାବି ର ପୂରଣ ସନ୍ତୋଷଜନକ ଭାବେ ହେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।ସୂଚନା ଅନୁଯାୟୀ ତାଙ୍କ ପରିବାର କୁ ଏକକାଳୀନ ୧୭୬୫୦୦୦ ଟଙ୍କା ଓ ମାସିକ ୧୯୩୫୬ ଟଙ୍କା ମିଳିବା ସହ ପରିବାର ରୁ ଜଣଙ୍କୁ ନାଲକୋ ତରଫରୁ ସେଠାରେ କାର୍ଯ୍ୟରତ କୌଣସି ଠିକା ସଂସ୍ଥା ପାଖରେ ଚାକିରୀରେ ରଖାଇ ଦିଆଯିବ।