Webportal

ପନ୍ଦରଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ବୈଠକରେ ମଞ୍ଜୁରୀ

sanitry
0 100

-ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ

-ମୋଟ ୧୫ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମଂଜୁରୀ

-ଇସ୍ପାତ ଓ ଖଣି ବିଭାଗ ଅଧିନକୁ ଗଲା ରାଜସ୍ୱ ବିଭାଗ ଅଧିନରେ ଥିବା ଲଘୁ ଖଣିଜ ଦ୍ରବ୍ୟ କାରବାର

-ଓଡିଶା ଇଭି ପଲିସି-୨୦୨୧ର ହେବ ସଂଶୋଧନ, ଇ-ଯାନ କ୍ରୟ ଉପରେ ରିହାତି ବୃଦ୍ଧି, ଇ-ଯାନ କ୍ରୟ ଓ ପଞ୍ଜୀକରଣ ପାଇଁ ଦିଆଯାଉଥିବା ପ୍ରୋତ୍ସାହନ ରିହାତି ବୃଦ୍ଧି

-ଭାରତୀୟ ହକି ଦଳର ଆଉ ୧୦ ବର୍ଷ ପ୍ରାୟୋଜକ ହେବ ଓଡ଼ିଶା; ୨୦୩୩ ପର୍ଯ୍ୟନ୍ତ ପ୍ରାୟୋଜକ ହେବ, ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ଓଡ଼ିଶା

-୬ ଲେନ୍ ବିଶିଷ୍ଟ ହେବ କଟକ ରିଂ ରୋଡ୍

-ଓବିସି କମିଶନ ସଂଶୋଧନ ନେଇ ଆସିଲା ଅଧ୍ୟାଦେଶ

-ଓଡିଶା ଜଙ୍ଗଲ ସେବା କ୍ୟାଡରର ହେବ ପୁନଃଗଠନ

-ବିଦ୍ୟୁତ୍ ବଣ୍ଟନ କମ୍ପାନୀଙ୍କୁ ମିଳିବ ଆର୍ଥିକ ସହାୟତା

-ଅବକାରୀ ସବ-ଇନସପେକ୍ଟର ନିଯୁକ୍ତି ନୂଆ ଅଧିବେଶନ

Square Ad 1
Leave A Reply

Your email address will not be published.