ଝାରସୁଗୁଡା ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଦିଲଖୁସ ନାମକ ଯାତ୍ରୀବାହୀ ବସ ଅନୁଗୁଳ ଜିଲ୍ଲାର ବନରପାଳ ଥାନା ଅନ୍ତର୍ଗତ ବନ୍ଧା ଓଭର ବ୍ରିଜ ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଓଲୋଟିଲା। ଚାରି ଗୁରୁତର ଓ ଅନେକ ଆହତ। ସମସ୍ତଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ନିକଟସ୍ଥ ଚିକିତ୍ସାଲୟ ରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି।