Webportal

ପୁଅ ଜୀବନରେ ମାରିଦେଲା ଜନ୍ମଦାତ୍ରୀ ମା କୁ

sanitry
0 141

ପାଗଳ ପୁଅର ଉନ୍ମକ୍ତ କାଣ୍ଡ । ଠେଙ୍ଗାରେ ପିଟି ପିଟି ନିଜ ଜନ୍ମ କଲା ମାଆକୁ କଲା ହତ୍ୟା । ଏମିତି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାର କଙ୍କଡାହାଡ଼ ଥାନା ମକୁଆକାଟେଣୀ ଗ୍ରାମରେ । ପାଗଳ ପୁଅ ବିଷ୍ଣୁ ଚରଣ ସାହୁ ନିଜ ଜନ୍ମ କଲା ମାଆ ବଇଦେଇ ସାହୁଙ୍କୁ କଲା ହତ୍ୟା । ଗାଁରେ ହତ୍ୟାକାଣ୍ଡକୁ ନେଇ ଚାଞ୍ଚଲ୍ୟ । କଙ୍କଡାହାଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଜାରି ।

Square Ad 1
Leave A Reply

Your email address will not be published.